ଆର୍‌ସିବି ଆଗରେ ସହଜ ବିଜୟ ଲକ୍ଷ୍ୟ: ଜିତି ନ ପାରିଲେ ପ୍ରତିଯୋଗିତାରୁ ହେବ ବିଦା

(ଜୟପୁର): ଆଇପିଏଲ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ରାଜସ୍ଥାନ ଓ ଆର୍‌ସିବି। ଉଭୟ ଟିମ ଚଳିତ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍‌ ଖେଳୁଛିନ୍ତି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଛି। ଯେଉଁ ମ୍ୟାଚ୍‌ରେ ରାଜସ୍ଥାନର ଅଧିନାୟକ ରାହାଣେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୫ ୱିକେଟ୍‌ ହାରାଇ ସଂଗ୍ରହ କରିଛି ୧୬୪ ରନ୍‌। ଦଳ ପକ୍ଷରୁ ଓପନର୍‌ ରାହୁଲ ତ୍ରିପାଠୀଙ୍କ ବ୍ୟାଟ୍‌ରୁ ଆକର୍ଷଣୀୟ […]

rcb-vs-rr759

rcb-vs-rr759

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 06:08 PM IST

Sports

Latest News

(ଜୟପୁର): ଆଇପିଏଲ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ରାଜସ୍ଥାନ ଓ ଆର୍‌ସିବି। ଉଭୟ ଟିମ ଚଳିତ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍‌ ଖେଳୁଛିନ୍ତି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଛି। ଯେଉଁ ମ୍ୟାଚ୍‌ରେ ରାଜସ୍ଥାନର ଅଧିନାୟକ ରାହାଣେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୫ ୱିକେଟ୍‌ ହାରାଇ ସଂଗ୍ରହ କରିଛି ୧୬୪ ରନ୍‌।

ଦଳ ପକ୍ଷରୁ ଓପନର୍‌ ରାହୁଲ ତ୍ରିପାଠୀଙ୍କ ବ୍ୟାଟ୍‌ରୁ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ୫୮ଟି ବଲ୍‌ରୁ ୮୦ରନର ଇଂନିସ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତାଙ୍କ ବ୍ୟତୀତ ଅଧିନାୟକ ରାହେଣେ ୩୩ ଓ ହେନରିକ୍‌ କ୍ଲାସେନ୍‌ ୩୨ ରନ୍‌ର ଇଂନିସ ଖେଳିଥିଲେ। ଆର୍‌ସିବି ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍‌ ହାସଲ କରିଥିଲେ।

ପ୍ଲେଅଫ୍‌ରେ ସ୍ଥାନ ପାଇବାକୁ ହେଲେ ଉଭୟ ଟିମ୍‌ ଆଜିର ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବାକୁ ଚେଷ୍ଟା କରିବେ। ଆର୍‌ସିବି ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ଥିବା ବେଳେ ରାଜସ୍ଥାନ ସାମାନ ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ରନରେଟ୍‌ ହାରରେ ରାଜସ୍ଥାନ ତୁଳନାରେ ଆର୍‌ସିବିର ସ୍ଥିତି ଭଲ ରହିଛି। ତେଣୁ ରାଜସ୍ଥାନକୁ ପ୍ଲେଅଫ୍‌ରେ ପହଞ୍ଚିବାକୁ ହେଲେ ବଡ଼ ବ୍ୟବଧାନରେ ଆଜିର ମ୍ୟାଚ୍‌ ଜିତିବାକୁ ପଡ଼ିବ। ସେପଟେ ଆର୍‌ସିବିର ଯଦିଓ ରନ୍‌ରେଟ୍‌ ପ୍ଲସ୍‌ରେ ଅଛି ତଥାବି ଆଜିର ମ୍ୟାଚ୍‌ ଜିତିଲେ ମଧ୍ୟ ପ୍ଲେଅଫ୍‌ ପାଇଁ କାଲି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story