IPL-11: ଆର୍‌ସିବି ଆଗରେ ୧୭୫ ରନ୍‌ର ଟାର୍ଗେଟ୍‌

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାରେ ୧୭୫ ରନ୍‌ର ବିଜୟ ଲକ୍ଷ୍ୟ। ବେଙ୍ଗାଲୁରୁ ଠାରେ ଖେଳାଯାଉଥିବା ଆଜିର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୪ ରନ କରିପାରିଥିଲା। ଟସ୍‌ ଜିତି ଆର୍‌ସିବି ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଦିଲ୍ଲୀ ପକ୍ଷରୁ ଅଧିନାୟକ ଗମ୍ଭୀର ଓ ଜସନ ରୟ ଇଂନିସ ଆରମ୍ଭ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଆରମ୍ଭରୁ ହିଁ ଦୁଇ […]

RCB-DD-380

RCB-DD-380

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 09:53 PM IST

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାରେ ୧୭୫ ରନ୍‌ର ବିଜୟ ଲକ୍ଷ୍ୟ। ବେଙ୍ଗାଲୁରୁ ଠାରେ ଖେଳାଯାଉଥିବା ଆଜିର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୪ ରନ କରିପାରିଥିଲା। ଟସ୍‌ ଜିତି ଆର୍‌ସିବି ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଦିଲ୍ଲୀ ପକ୍ଷରୁ ଅଧିନାୟକ ଗମ୍ଭୀର ଓ ଜସନ ରୟ ଇଂନିସ ଆରମ୍ଭ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଆରମ୍ଭରୁ ହିଁ ଦୁଇ ଓପନର୍‌ଙ୍କୁ ସହଜରେ ଆଉଟ୍‌ କରିଦେଇଥିଲେ ଆର୍‌ସିବି ବୋଲର୍‌। ଏହା ପରେ ଶ୍ରେୟସ ଆୟର ଓ ରିଷବ ପନ୍ତ କିନ୍ତୁ ଧର୍ଯ୍ୟର ସହ ବ୍ୟାଟିଂ କରି ଦିଲ୍ଲୀର ସ୍କୋରକୁ ଆଗକୁ ନେଇଥିଲେ। ଶ୍ରେୟସ ୩୧ଟି ବଲ୍‌ରୁ ୫୨ ରନ୍‌ କରିଥିବା ବେଳେ ରିଷବ ପନ୍ତ କିନ୍ତୁ ଆକର୍ଷଣୀୟ ବ୍ୟାଟିଂ କରି ୪୮ ବଲ୍‌ରେ ୮୫ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story