ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଥର ଘଟିଲା ଏହି ଘଟଣା: କୀର୍ତ୍ତିମାନ ରଚିଲେ ଏହି ଖେଳାଳି

ପ୍ରଥମ ଦୁଇଟି ବଲ୍‌ରେ ଦୁଇଟି  ୱିକେଟ୍‌। ଚଳିତ ଆଇପିଏଲରେ ଏଭଳି କମାଲ କରି ଦେଖାଇଛନ୍ତି ଆର୍‌ସିବି ବୋଲର୍‌ ଉମେଶ ଯାଦବ। ୱାଙ୍ଖଡେ ଷ୍ଟାଡିୟମରେ ଆର୍‌ସିବି ଓ ମୁମ୍ବାଇ ମଧ୍ୟରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ବାଙ୍ଗାଲୋର୍‌ ଆଧିନାୟକ ବିରାଟ ପ୍ରଥମେ ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହେଲେ ମ୍ୟାଚ୍‌ର ପ୍ରଥମ ଦୁଇଟି ବଲରେ ମୁମ୍ବାଇର ଦୁଇଜଣ ବ୍ୟାଟ୍ସମ୍ୟାମ୍‌ଙ୍କୁ ବୋଲ୍ଡ ଆଉଟ୍‌ କରିଦେଇଥିଲେ ଉମେଶ। ସୁର୍ଯ୍ୟକୁମାର ଯାଦବ ଏବଂ ଇଶାନ କିସନ୍‌ ଉମେଶଙ୍କ ଶିକାର ହୋଇଥିଲେ। […]

IPL 2018- KXIP v/s RCB

IPL 2018- KXIP v/s RCB

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 08:36 PM IST

ପ୍ରଥମ ଦୁଇଟି ବଲ୍‌ରେ ଦୁଇଟି  ୱିକେଟ୍‌। ଚଳିତ ଆଇପିଏଲରେ ଏଭଳି କମାଲ କରି ଦେଖାଇଛନ୍ତି ଆର୍‌ସିବି ବୋଲର୍‌ ଉମେଶ ଯାଦବ। ୱାଙ୍ଖଡେ ଷ୍ଟାଡିୟମରେ ଆର୍‌ସିବି ଓ ମୁମ୍ବାଇ ମଧ୍ୟରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ବାଙ୍ଗାଲୋର୍‌ ଆଧିନାୟକ ବିରାଟ ପ୍ରଥମେ ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହେଲେ ମ୍ୟାଚ୍‌ର ପ୍ରଥମ ଦୁଇଟି ବଲରେ ମୁମ୍ବାଇର ଦୁଇଜଣ ବ୍ୟାଟ୍ସମ୍ୟାମ୍‌ଙ୍କୁ ବୋଲ୍ଡ ଆଉଟ୍‌ କରିଦେଇଥିଲେ ଉମେଶ। ସୁର୍ଯ୍ୟକୁମାର ଯାଦବ ଏବଂ ଇଶାନ କିସନ୍‌ ଉମେଶଙ୍କ ଶିକାର ହୋଇଥିଲେ।

ଦ୍ୱିତୀୟ ଥର ପାଇଁ ଆଇପିଏଲ୍‌ ଇତିହାସରେ ଏଭଳି ଦେଖିବାକୁ ମିଳିଛି। ପୂର୍ବରୁ ୨୦୧୧ରେ ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ୨ଟି ବଲ୍‌ରୁ ୨ଟି ୱିକେଟ୍‌ ନେଇଥିଲେ ପଞ୍ଜାବ ବୋଲର୍‌ ପ୍ରବୀଣ କୁମାର। ଚେନ୍ନାଇର ଓପ୍ନର୍‌ ଏସ୍‌ ଅନିରୁଦ୍ଧ ଏବଂ ସୁରେଶ ରାଇନା ପ୍ରବୀଣ କୁମାରଙ୍କ ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story