ରୟାଲ ଆଗରେ ରୟାଲ୍ସର ବିଶାଳ ସ୍କୋର: ୪୫ ବଲ୍‌ରେ ୯୨ ରନ୍‌ କଲେ ଏହି ଭାରତୀୟ

ଆର୍‌ସିବି ଆଗରେ ୨୧୮ ରନ୍‌ର ଟାର୍ଗେଟ୍‌। ଚଳିତ ଆଇପିଏଲରେ ଆଜିର ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଛି ବିଶାଳ ୨୧୭ ରନ୍‌। ଦଳ ପକ୍ଷରୁ ସଂଜୁ ସାମସନ୍‌ଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ପାଳି ଦେଖିବାକୁ ମିଳିଛି। ସେ ମାତ୍ର ୪୫ଟି ବଲ୍‌ରୁ ଆକର୍ଷଣୀୟ ୯୨ରନ କରିଛନ୍ତି। ଏକାକି ସାମସନ୍‌ ଆର୍‌ସିବି ବୋଲର୍‌ଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ଆର୍‌ସିବି ପକ୍ଷରୁ ଉମେଶ ଯାଦବ ୪ ଓଭର ବୋଲିଂ କରି ୫୯ ରନ୍‌ […]

vivo-ipl-2018-m11-rcb-v-rr_e2da5d48-40a4-11e8-bfff-c0c145c8e053

vivo-ipl-2018-m11-rcb-v-rr_e2da5d48-40a4-11e8-bfff-c0c145c8e053

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 06:08 PM IST

Sports

Latest News

ଆର୍‌ସିବି ଆଗରେ ୨୧୮ ରନ୍‌ର ଟାର୍ଗେଟ୍‌। ଚଳିତ ଆଇପିଏଲରେ ଆଜିର ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଛି ବିଶାଳ ୨୧୭ ରନ୍‌। ଦଳ ପକ୍ଷରୁ ସଂଜୁ ସାମସନ୍‌ଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ପାଳି ଦେଖିବାକୁ ମିଳିଛି। ସେ ମାତ୍ର ୪୫ଟି ବଲ୍‌ରୁ ଆକର୍ଷଣୀୟ ୯୨ରନ କରିଛନ୍ତି। ଏକାକି ସାମସନ୍‌ ଆର୍‌ସିବି ବୋଲର୍‌ଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ।

ଆର୍‌ସିବି ପକ୍ଷରୁ ଉମେଶ ଯାଦବ ୪ ଓଭର ବୋଲିଂ କରି ୫୯ ରନ୍‌ ଖର୍ଚ୍ଚ କରିଥିବା ବେଳେ ଖେଜ୍ରୋଲିଆ ୩ ଓଭରକୁ ୩୦ ଓ କ୍ରିସ୍‌ ଓକ୍ସ ୪ ଓଭରରୁ ୪୭ ରନ୍‌ ଖର୍ଚ୍ଚ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos