ଆର୍‌ସିବିର ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

ହାଇଦ୍ରାବାଦ ଆଗରେ ୨୧୯ ରନ୍‌ର ବିଜୟ ଲକ୍ଷ୍ୟ। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଛି ୨୧୮ ରନ୍‌। ଦଳ ପକ୍ଷରୁ ଡିଭିଲିୟର୍ସ ୩୯ ବଲରେ ବିସ୍ଫୋରକ ୬୯ ରନ କରିଥିବା ବେଳେ ମୋଇନ୍‌ ଅଲି ୩୪ ବଲ୍‌ରୁ ୬୫ ରନର ପାଳି ଖେଳିଛନ୍ତି। କିନ୍ତୁ ସବୁଠୁ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା ଡିଗ୍ରାଣ୍ଡହୋମ ଓ ସର୍ଫରାଜଙ୍କ ବ୍ୟାଟ୍‌ରୁ। ଡିଗ୍ରାଣ୍ଡହୋମ ୧୭ଟି ବଲରୁ ୪୦ ରନ୍ […]

687323-moeen-abtwitter970

687323-moeen-abtwitter970

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 10:08 PM IST

Sports

Latest News

ହାଇଦ୍ରାବାଦ ଆଗରେ ୨୧୯ ରନ୍‌ର ବିଜୟ ଲକ୍ଷ୍ୟ। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଛି ୨୧୮ ରନ୍‌। ଦଳ ପକ୍ଷରୁ ଡିଭିଲିୟର୍ସ ୩୯ ବଲରେ ବିସ୍ଫୋରକ ୬୯ ରନ କରିଥିବା ବେଳେ ମୋଇନ୍‌ ଅଲି ୩୪ ବଲ୍‌ରୁ ୬୫ ରନର ପାଳି ଖେଳିଛନ୍ତି। କିନ୍ତୁ ସବୁଠୁ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା ଡିଗ୍ରାଣ୍ଡହୋମ ଓ ସର୍ଫରାଜଙ୍କ ବ୍ୟାଟ୍‌ରୁ। ଡିଗ୍ରାଣ୍ଡହୋମ ୧୭ଟି ବଲରୁ ୪୦ ରନ୍ କରିଥିବା ବେଳେ ସର୍ଫରାଜ ୮ଟି ବଲ୍‌ରୁ ୨୨ ରନ୍‌ର ଇଂନିସ ଖେଳିଥିଲେ। ସନରାଇଜର୍ସ ହାଇଦ୍ରାବାଦ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ଆର୍‌ସିବିର ବ୍ୟାଟ୍ସମ୍ୟାନ୍‌ମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story