ଆସନ୍ତା ୨୭ରୁ ଭୁବନେଶ୍ୱରରେ ସର୍ବଭାରତୀୟ ଏ ଗ୍ରେଡ୍‌ କବାଡି ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଭୁବନେଶ୍ୱରରେ ଆୟୋଜନ ହେବ ସର୍ବଭାରତୀୟ ଏ ଗ୍ରେଡ୍‌ କବାଡି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ୧୬ଟି ପ୍ରମୁଖ ଦଳ ଅଂଶ ଗ୍ରହଣ କରିବେ। ପ୍ରୋ କବାଡି ଏବଂ ବିଶ୍ୱକପ୍‌ ଚାମ୍ପିୟନ ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ। ଲିଗ୍‌ କମ୍‌ ନକ ଆଉଟ ଭିତ୍ତିରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ ମାଟ୍ ପ୍ରଦାନ କରିଛି। ଚାମ୍ପିୟନ ଦଳକୁ ୨ଲକ୍ଷ, ରନର୍ସଅପ ଦଳକୁ ଏକ ଲକ୍ଷ, ତୃତୀୟ ଓ ଚତୁର୍ଥ […]

sport

sport

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 01:03 PM IST

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଭୁବନେଶ୍ୱରରେ ଆୟୋଜନ ହେବ ସର୍ବଭାରତୀୟ ଏ ଗ୍ରେଡ୍‌ କବାଡି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ୧୬ଟି ପ୍ରମୁଖ ଦଳ ଅଂଶ ଗ୍ରହଣ କରିବେ। ପ୍ରୋ କବାଡି ଏବଂ ବିଶ୍ୱକପ୍‌ ଚାମ୍ପିୟନ ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ। ଲିଗ୍‌ କମ୍‌ ନକ ଆଉଟ ଭିତ୍ତିରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ ମାଟ୍ ପ୍ରଦାନ କରିଛି।

ଚାମ୍ପିୟନ ଦଳକୁ ୨ଲକ୍ଷ, ରନର୍ସଅପ ଦଳକୁ ଏକ ଲକ୍ଷ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ୫୦ ହଜାର ଲେଖାଏଁ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ କବାଡି ଏକାଡେମୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ୩୦ ତାରିଖରେ ଟୁର୍ଣ୍ଣମେଣ୍ଟ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story