ତୃତୀୟ ଦିନିକିଆ: ଶ୍ରୀଲଙ୍କାର ବ୍ୟାଟିଂ ଜାରି  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ପାଲେକେଲରେ ଚାଲିଛି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଆଜି ନୂଆ କ୍ୟାପ୍ଟେନ କାପୁଗେଦେରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇଛି ଘରୋଇ ଟିମ୍। ସେହିପରି ଦୀନେଶ ଚାନ୍ଦିମାଲ ଏବଂ ଲାହିରୁ ଥିରିମାନେ ଦଳକୁ ଫେରିଥିବାରୁ ଶ୍ରୀଲଙ୍କାର ବ୍ୟାଟିଂ ଶକ୍ତିଶାଳୀ ହୋଇଛି  ତେବେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବାକୁ ହିଁ ପଡିବ। ସେପଟେ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ସିରିଜିରେ ୨-୦ରେ ଆଗୁଆ […]

Rakesh Mallick
  • Published: Sunday, 27 August 2017
  • Updated: 27 August 2017, 03:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ପାଲେକେଲରେ ଚାଲିଛି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଆଜି ନୂଆ କ୍ୟାପ୍ଟେନ କାପୁଗେଦେରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇଛି ଘରୋଇ ଟିମ୍। ସେହିପରି ଦୀନେଶ ଚାନ୍ଦିମାଲ ଏବଂ ଲାହିରୁ ଥିରିମାନେ ଦଳକୁ ଫେରିଥିବାରୁ ଶ୍ରୀଲଙ୍କାର ବ୍ୟାଟିଂ ଶକ୍ତିଶାଳୀ ହୋଇଛି  ତେବେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବାକୁ ହିଁ ପଡିବ। ସେପଟେ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ସିରିଜିରେ ୨-୦ରେ ଆଗୁଆ ଥିବା ବେଳେ ଏହି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଶ୍ରୀଲଙ୍କାକୁ ସିରିଜରେ ରହିବାକୁ ହେଲେ ଏହି ମ୍ୟାଚ୍‌ ଜିତିବାକୁ ହେବ। ଏହାସହ ଶ୍ରୀଲଙ୍କା ଆଗାମୀ ବିଶ୍ୱକପରେ ସ୍ଥାନ ପାଇବାକୁ ହେଲେ ଏହି ସିରିଜିରେ ଅତି କମରେ ଦୁଇଟି ମ୍ୟାଚ୍ ଜିତିବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos