ସମସ୍ତ ବୋଲର୍‌ ମିଶି ଏହି ଖେଳାଳିଙ୍କୁ କରିପାରିଲେ ନାହିଁ ଆଉଟ୍‌: ଏକାକି ବାଡ଼େଇଲେ ୧୨୮ରନ୍‌

ହାଇଦ୍ରାବାଦ ସାମ୍ନାରେ ୧୮୮ ରନ୍‌ର ବିଜୟ ଲକ୍ଷ୍ୟ। ରିସବ ପନ୍ତଙ୍କ ବିସ୍ଫୋରକ ଶତକ ବଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୮୭ ରନ୍‌। ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ଦିଲ୍ଲୀର ଦୁଇ ଓପନର୍ ସହଜରେ ଆଉଟ୍ ହୋଇଯାଇଥିଲେ। ଏହାପରେ ରିସବ ପନ୍ତ ଆସି ପାରି […]

NBT-image

NBT-image

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 10:20 PM IST

ହାଇଦ୍ରାବାଦ ସାମ୍ନାରେ ୧୮୮ ରନ୍‌ର ବିଜୟ ଲକ୍ଷ୍ୟ। ରିସବ ପନ୍ତଙ୍କ ବିସ୍ଫୋରକ ଶତକ ବଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୮୭ ରନ୍‌। ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ଦିଲ୍ଲୀର ଦୁଇ ଓପନର୍ ସହଜରେ ଆଉଟ୍ ହୋଇଯାଇଥିଲେ। ଏହାପରେ ରିସବ ପନ୍ତ ଆସି ପାରି ସମ୍ଭାଳିଥିଲେ। ସେ ମାତ୍ର ୬୩ ଟି ବଲ୍‌ ଖେଳି ବିସ୍ଫୋରକ ୧୨୮ ରନ୍‌ର ଶତକୀୟ ପାଳି ଖେଳିଛନ୍ତି। ଏକାକି ହାଇଦ୍ରାବାଦ ବୋଲରଙ୍କୁ ସମ୍ନା କରି ଦିଲ୍ଲୀର ସ୍କୋରକୁ ୧୮୭ ରନ୍‌ରେ ପହଞ୍ଚାଇଥିଲେ। ରିସବ ପନ୍ତଙ୍କ ସାମ୍ନାରେ ହାଇଦ୍ରାବାଦର କୌଣସି ବୋଲରଙ୍କ ବଲ୍‌ କାମ କରିନଥିଲା।  ତାଙ୍କର ଏହି ପାଳିରେ ସେ ୧୫ଟି ଚୌକା ଓ ୭ଟି ଛକା ମାରିଛନ୍ତି। ଚଳିତ ଆଇପିଏଲରେ ସେ ତୃତୀୟ ଖେଳାଳି ଭାବେ ଶତକ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ଗେଲ୍‌ ଓ ୱାଟସନ୍‌ ଶତକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story