ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ତୃତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ: ୨୬ ସ୍ୱର୍ଣ୍ଣ ସହ ଖାତାରେ ୬୬ ପଦକ

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ସହ ଭାରତର ଅଭିଯାନ ଶେଷ ହୋଇଛି। ପୁରୁଷ ବ୍ୟାଡମିଣ୍ଟନ ଡବଲ୍ସରେ ଭାରତକୁ ମିଳିଛି ରୌପ୍ୟ ପଦକ। ଆଜି ଶେଷ ଦିନରେ ଭାରତକୁ ୨୬ତମ ସ୍ୱର୍ଣ୍ଣ ପଦକ ଦେଇଥିଲେ ସାଇନା ନେହୱାଲ। ମହିଳା ବ୍ୟାଡମିଣ୍ଟନ୍ ସିଙ୍ଗଲ୍ସରେ ସାଇନା ନେହୱାଲ୍ ପିଭି ସିନ୍ଧୁଙ୍କୁ ୨୧-୧୮ ଏବଂ ୨୩-୨୧ ସେଟରେ ହରାଇଥିଲେ ଫଳରେ ପିଭି ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେହିପରି ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ୍ସରେ ଭାରତର କାଦମ୍ବି ଶ୍ରୀକାନ୍ତ ରୌପ୍ୟ […]

gold_day_66_1523774251_618x347

gold_day_66_1523774251_618x347

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 04:11 PM IST

Sports

Latest News

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ସହ ଭାରତର ଅଭିଯାନ ଶେଷ ହୋଇଛି। ପୁରୁଷ ବ୍ୟାଡମିଣ୍ଟନ ଡବଲ୍ସରେ ଭାରତକୁ ମିଳିଛି ରୌପ୍ୟ ପଦକ। ଆଜି ଶେଷ ଦିନରେ ଭାରତକୁ ୨୬ତମ ସ୍ୱର୍ଣ୍ଣ ପଦକ ଦେଇଥିଲେ ସାଇନା ନେହୱାଲ। ମହିଳା ବ୍ୟାଡମିଣ୍ଟନ୍ ସିଙ୍ଗଲ୍ସରେ ସାଇନା ନେହୱାଲ୍ ପିଭି ସିନ୍ଧୁଙ୍କୁ ୨୧-୧୮ ଏବଂ ୨୩-୨୧ ସେଟରେ ହରାଇଥିଲେ ଫଳରେ ପିଭି ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେହିପରି ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ୍ସରେ ଭାରତର କାଦମ୍ବି ଶ୍ରୀକାନ୍ତ ରୌପ୍ୟ ପଦକ ଜିତିଥିଲେ। ମିକ୍ସଡ ଟେବଲ ଟେନିସରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ଭାରତର ମୋନିକା ବାତ୍ରା ଏବଂ ସାଥିଆନ୍ ଗଣଶେଖରନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମୋଟ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ ସହ ମୋଟ ୬୬ଟି ପଦକ ପାଇ ଭାରତ ତୃତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos