ଆଗାମୀ ବିଶ୍ୱକପ୍ ପର୍ଯ୍ୟନ୍ତ ଧୋନି ଅଧିନାୟକ ରୁହନ୍ତୁ: ସେହୱାଗ

ନୂଆଦିଲ୍ଲୀ: ଚାରିଆଡୁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂ ଧୋନି ଆଗାମୀ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଦଳର ଅଧିନାୟକ ରୁହନ୍ତୁ ବୋଲି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ କହିଛନ୍ତି । ସେ କହିଛନ୍ତି ଯେ ଧୋନି ବିଶ୍ୱକପ ପର୍ଯ୍ୟନ୍ତ ଅଧିନାୟକ ରହିବା ଦରକାର । ଏହା ହେଲେ ସେ ବିଶ୍ୱକପ ଲାଗି ଏକ ଭଲ ଦଳ ପ୍ରସ୍ତୁତ କରିପାରିବେ । ଯଦି ଧୋନି ସନ୍ୟାସ ନେଇ ଯାଆନ୍ତି ତେବେ ପଞ୍ଚମ, ଷଷ୍ଠ ଓ ସପ୍ତମ ସ୍ଥାନ […]

dhoni-sehwag

dhoni-sehwag

Rakesh Mallick
  • Published: Friday, 30 October 2015
  • Updated: 30 October 2015, 12:37 PM IST

Sports

Latest News

ନୂଆଦିଲ୍ଲୀ: ଚାରିଆଡୁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂ ଧୋନି ଆଗାମୀ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଦଳର ଅଧିନାୟକ ରୁହନ୍ତୁ ବୋଲି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ କହିଛନ୍ତି । ସେ କହିଛନ୍ତି ଯେ ଧୋନି ବିଶ୍ୱକପ ପର୍ଯ୍ୟନ୍ତ ଅଧିନାୟକ ରହିବା ଦରକାର । ଏହା ହେଲେ ସେ ବିଶ୍ୱକପ ଲାଗି ଏକ ଭଲ ଦଳ ପ୍ରସ୍ତୁତ କରିପାରିବେ । ଯଦି ଧୋନି ସନ୍ୟାସ ନେଇ ଯାଆନ୍ତି ତେବେ ପଞ୍ଚମ, ଷଷ୍ଠ ଓ ସପ୍ତମ ସ୍ଥାନ ଖାଲି ହୋଇଯିବା ପରି ଲାଗିବ । କାରଣ ତାଙ୍କ ପରି ମ୍ୟାଚ୍ ଫିନିସର ଦଳରେ ନଥିବା ଭଳି ମନେ ହେଉଛି।

ସେହିପରି ତାଙ୍କର ଦଳରୁ ବାହାର ହେବାରେ ଧୋନିଙ୍କ ହାତ ଥିବା ନେଇ ଆସୁଥିବା ଅଭିଯୋଗକୁ ସେହୱାଗ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୋତେ ଲାଗୁନାହିଁ ଧୋନି ଏପରି କରିଥିବେ । କାରଣ ସେ ଜଣେ ଭଲ ମଣିଷ । ଧୋନି ଅଧିନାୟକ ହେବା ପରେ ସବୁ ସିନିୟର ଖେଳାଳି ତାଙ୍କ ଅଧୀନରେ ଖେଳିଥିଲେ । ସିନିୟରମାନେ ତାଙ୍କୁ ବହୁ ଭଲ ଉପଦେଶ ଦେଇଥିଲେ। ଯାହାକୁ ସେ କାର୍ଯ୍ୟକାରୀ କରିବା ଦ୍ୱାରା ଆମ ଦଳ ଟି-ଟ୍ୱେଣ୍ଟି ଓ ଦିନିକିଆରେ ବିଶ୍ୱ ବିଜୟୀ ହୋଇପାରିଲା। ସେହୱାଗ ଦଳରୁ ବାହାର ହେବା ପଛରେ ଧୋନିଙ୍କ ହାତ ଅଛି ବୋଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ମୋତେ ଏହା ଠିକ ଲାଗୁନାହିଁ । ମୋର ଧୋନିଙ୍କ ସହ କୌଣସି ମତଭେଦ ନାହିଁ । ଏହା କେବଳ ମନଗଢା କଥା । ଆମେ ସାଙ୍ଗ ହୋଇ ମ୍ୟାଚ ଖେଳୁଥିଲୁ, ଏକାଠି ଗୋଟିଏ ହୋଟେଲରେ ରହୁଥିଲୁ ଓ ଭଲ ବନ୍ଧୁ ଥିଲୁ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story