ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ, ସିରିଜ୍ ହାତେଇବା ଲକ୍ଷ୍ୟରେ ଉଭୟ ଦଳ

ମୁମ୍ୱାଇ: ଗାନ୍ଧି ମଣ୍ଡେଲା ଫ୍ରିଡମ ସିରିଜର ପଞ୍ଚମ ତଥା ଅନ୍ତିମ ଏକ ଦିବସୀୟ ମ୍ୟାଚ ଆଜି ମୁମ୍ୱାଇର ୱାଂଖଡେ ଷ୍ଟାଡିୟମରେ ଖେଳାଯିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏବେ ସିରିଜ ୨-୨ରେ ବରାବର ଥିବାରୁ ଏକ ଚିତ୍ତାକର୍ଷକ ମ୍ୟାଚ ଅପେକ୍ଷାରେ ଦର୍ଶକ। ମୁମ୍ୱାଇର ଐତିହାସିକ ଗ୍ରାଉଣ୍ଡ ୱାଂଖଡେ ଭାରତ ପାଇଁ ସବୁବେଳେ ଲକି ସାବ୍ୟସ୍ତ ହୋଇଛି। ୧୯୮୭ ମସିହାରୁ ଏହି ଷ୍ଟାଡିୟମ ଆନ୍ତର୍ଜାତିକ ଏକଦିବସୀୟ କ୍ରିକେଟ ମ୍ୟାଚ ଆୟୋଜନ କରୁଛି। ଏହି ପଡିଆରେ ଭାରତ ସମୁଦାୟ […]

cricket

cricket

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 04:15 AM IST

Sports

Latest News

ମୁମ୍ୱାଇ: ଗାନ୍ଧି ମଣ୍ଡେଲା ଫ୍ରିଡମ ସିରିଜର ପଞ୍ଚମ ତଥା ଅନ୍ତିମ ଏକ ଦିବସୀୟ ମ୍ୟାଚ ଆଜି ମୁମ୍ୱାଇର ୱାଂଖଡେ ଷ୍ଟାଡିୟମରେ ଖେଳାଯିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏବେ ସିରିଜ ୨-୨ରେ ବରାବର ଥିବାରୁ ଏକ ଚିତ୍ତାକର୍ଷକ ମ୍ୟାଚ ଅପେକ୍ଷାରେ ଦର୍ଶକ। ମୁମ୍ୱାଇର ଐତିହାସିକ ଗ୍ରାଉଣ୍ଡ ୱାଂଖଡେ ଭାରତ ପାଇଁ ସବୁବେଳେ ଲକି ସାବ୍ୟସ୍ତ ହୋଇଛି।
୧୯୮୭ ମସିହାରୁ ଏହି ଷ୍ଟାଡିୟମ ଆନ୍ତର୍ଜାତିକ ଏକଦିବସୀୟ କ୍ରିକେଟ ମ୍ୟାଚ ଆୟୋଜନ କରୁଛି। ଏହି ପଡିଆରେ ଭାରତ ସମୁଦାୟ ୧୬ଟି ମ୍ୟାଚ ଖେଳିଥିବା ବେଳେ ୧୦ଟି ମ୍ୟାଚରେ ବିଜୟ ଲାଭ କରିଛି।
ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୱାଂଖଡେରେ ଏଯାବତ ଗୋଟିଏ ବି ମ୍ୟାଚ ଜିତି ପାରିନି। ଦଳ ୩ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ପରାଜୟ ଲଭିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ନିଜ ଉନ୍ନତ ଖେଳ ପ୍ରଦର୍ଶନ କରି ଭାରତକୁ କଡା ଜବାବ ଦେବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story