ଆଜି ଭାରତ ଓ ଜିମ୍ୱାୱେ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ

ନୂଆଦିଲ୍ଳୀ: ଭାରତ ଓ ଜିମ୍ୱାୱେ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ।  ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିବା ପରେ ଏବେ ଟିମ୍ ଇଣ୍ଡିଆର ନଜର ଟି ଟ୍ୱେଣ୍ଟି ଉପରେ। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଦଳରେ ଅଧିକାଂଶ ଟି ଟ୍ୱେଣ୍ଟି ସ୍ପେଶାଲିଷ୍ଟ ରହିଛନ୍ତି।  ସେହିପରି ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ମଧ୍ୟ ଟିମରେ ସାମିଲ ହୋଇଛନ୍ତି । ସେ ଆଜିର ମ୍ୟାଚରେ ରବିନ ଉଥପ୍ପାଙ୍କ ବଦଳରେ ଖେଳିପାରନ୍ତି ।  ସେପଟେ […]

cricket

cricket

Rakesh Mallick
  • Published: Friday, 17 July 2015
  • Updated: 17 July 2015, 03:42 AM IST

Sports

Latest News

ନୂଆଦିଲ୍ଳୀ: ଭାରତ ଓ ଜିମ୍ୱାୱେ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ।  ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିବା ପରେ ଏବେ ଟିମ୍ ଇଣ୍ଡିଆର ନଜର ଟି ଟ୍ୱେଣ୍ଟି ଉପରେ। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଦଳରେ ଅଧିକାଂଶ ଟି ଟ୍ୱେଣ୍ଟି ସ୍ପେଶାଲିଷ୍ଟ ରହିଛନ୍ତି।  ସେହିପରି ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ମଧ୍ୟ ଟିମରେ ସାମିଲ ହୋଇଛନ୍ତି । ସେ ଆଜିର ମ୍ୟାଚରେ ରବିନ ଉଥପ୍ପାଙ୍କ ବଦଳରେ ଖେଳିପାରନ୍ତି ।  ସେପଟେ ଜିମ୍ୱାୱେ, ଦିନିକିଆ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story