ଅବସର ନେଲେ ଇଭାନୋଭିକ୍

ବେଲଗ୍ରେଡ୍: ପୂର୍ବତନ ଫ୍ରେଞ୍ଚ୍‌ ଓପନ୍ ଚାମ୍ପିଅନ୍ ଅନା ଇଭାନୋଭିକ୍ ବୁଧବାର ଟେନିସ୍‌ରୁ ଅବସର ଘୋଷଣା କରିଛନ୍ତି। ୨୯ ବର୍ଷୀୟ ଇଭାନୋଭିକ୍ କହିଛନ୍ତି ଯେ ଉଚ୍ଚ ସ୍ତରର ପ୍ରତିଯୋଗିତା ପାଇଁ ସେ ଆଉ ଫିଟ୍ ନାହାନ୍ତି ବୋଲି ମନେ କରୁଛନ୍ତି। ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ ହେଉଛନ୍ତି ଗ୍ରାଣ୍ଡ ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଜିତିବାରେ ସର୍ବିଆର ପ୍ରଥମ ମହିଳା। ୨୦୦୮ରେ ଫ୍ରାଞ୍ଚ୍ ଓପନ୍ ଫାଇନାଲ୍‌ରେ ସେ ରୁଷିଆର ଡିନାରା ସାଫିନାଙ୍କୁ ହରାଇ ଏହି ଗୌରବ ଅର୍ଜନ କରିଥିଲେ।

ivanovic

ivanovic

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 10:11 AM IST

Sports

Latest News

ବେଲଗ୍ରେଡ୍: ପୂର୍ବତନ ଫ୍ରେଞ୍ଚ୍‌ ଓପନ୍ ଚାମ୍ପିଅନ୍ ଅନା ଇଭାନୋଭିକ୍ ବୁଧବାର ଟେନିସ୍‌ରୁ ଅବସର ଘୋଷଣା କରିଛନ୍ତି। ୨୯ ବର୍ଷୀୟ ଇଭାନୋଭିକ୍ କହିଛନ୍ତି ଯେ ଉଚ୍ଚ ସ୍ତରର ପ୍ରତିଯୋଗିତା ପାଇଁ ସେ ଆଉ ଫିଟ୍ ନାହାନ୍ତି ବୋଲି ମନେ କରୁଛନ୍ତି। ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସେ ହେଉଛନ୍ତି ଗ୍ରାଣ୍ଡ ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଜିତିବାରେ ସର୍ବିଆର ପ୍ରଥମ ମହିଳା। ୨୦୦୮ରେ ଫ୍ରାଞ୍ଚ୍ ଓପନ୍ ଫାଇନାଲ୍‌ରେ ସେ ରୁଷିଆର ଡିନାରା ସାଫିନାଙ୍କୁ ହରାଇ ଏହି ଗୌରବ ଅର୍ଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story