ଆନ୍ତର୍ଜାତିକ କ୍ରିକେଟରୁ ଜାହିର ଖାନଙ୍କ ଅବସର

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ପେସ୍ ବୋଲର୍ ଜାହିର ଖାନ୍। ସେ ଆଜି ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ବିଧିବଦ୍ଧ ଘୋଷଣା କରିଛନ୍ତି। ଜାହିର ୯୨ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୩୧୧ଟି ୱିକେଟ୍ ଓ ୨ ଶହ ଏକଦିବସୀୟ ଖେଳି ୨୮୨ ଟି ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ୧୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ଜ୍ୟାକ୍ ନାଁରେ ପରିଚିତ ଜାହିର ଖାନ୍ ଶେଷ ଥର ପାଇଁ ୨୦୧୪ ଫେବୃୟାରୀରେ ବେଲିଂଟନଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ […]

khan

khan

Rakesh Mallick
  • Published: Thursday, 15 October 2015
  • Updated: 15 October 2015, 10:56 AM IST

Sports

Latest News

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ପେସ୍ ବୋଲର୍ ଜାହିର ଖାନ୍। ସେ ଆଜି ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ବିଧିବଦ୍ଧ ଘୋଷଣା କରିଛନ୍ତି। ଜାହିର ୯୨ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୩୧୧ଟି ୱିକେଟ୍ ଓ ୨ ଶହ ଏକଦିବସୀୟ ଖେଳି ୨୮୨ ଟି ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ୧୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ଜ୍ୟାକ୍ ନାଁରେ ପରିଚିତ ଜାହିର ଖାନ୍ ଶେଷ ଥର ପାଇଁ ୨୦୧୪ ଫେବୃୟାରୀରେ ବେଲିଂଟନଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ। କାନ୍ଧର ଆଘାତ ଯୋଗୁ ମୁମ୍ୱାଇରେ ଖେଳାଯାଇଥିବା ୨୦୧୪ ଓ ୨୦୧୫ ରଣଜୀ ଟ୍ରଫିରୁ ମଧ୍ୟ ବାଦ୍ ପଡିଥିଲେ। ଆସନ୍ତା ଆଇପିଏଲ୍ ଜାହିରଙ୍କ ଶେଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story