ଏସିଆନ୍‌ ଆଥଲେଟିକ୍ସ୍‌ ଚାମ୍ପିୟନସିପ୍‌ ପାଇଁ ୪୫ କୋଟି ଟଙ୍କା ବ୍ୟୟ ବରାଦ

Kalinga

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଆଥଲେଟିକ୍ସ୍‌ ଫେଡରେସନ ଅଫ ଇଣ୍ଡିଆ ସଭାପତି ଆଦିଲ ସୁମାରିୱାଲା ଓ ସାଧାରଣ ସମ୍ପାଦକ ସି.କେ ଭାଲସନ । ଏଥିସହ ମୁଖ୍ୟଶାସନ ସଚିବ,କ୍ରିଡା ସଚିବ ଏବଂ ଇଡକୋ ସିଏମଡିଙ୍କ ସହ ଏଏଫଆଇର ସଭାପତି ଓ ସମ୍ପାଦକ ସଚିବାଳୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବ ଏସିଆନ୍‌ ଆଥଲେଟିକ୍ସ୍‌ ଚାମ୍ପିୟନସିପ୍‌ ପାଇଁ ଭିତ୍ତିଭୂମୀର ବିକାଶ ସହ ପ୍ରତିଯୋଗିତା ସମୟରେ ବିଦେଶରୁ ଆସିବାକୁ ଥିବା ପ୍ରତିନିଧିଙ୍କ ବିଷୟରେ ଆଲୋଚନା  ହୋଇଛି । ଏହି ମୋଗା ଇଭେଣ୍ଟରେ ୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

Previous ArticleNext Article

Send this to a friend