ଏସିଆ ଚାମ୍ପିଅନସିପରୁ ସାଇନା ବିଦା

ଉହାନ (ଚୀନ): ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସିପରୁ ଶୁକ୍ରବାର ବିଦା ହୋଇଛନ୍ତି ବିଶ୍ୱର ୧ ନମ୍ବର ଖେଳାଳି ସାଇନା ନେହୱାଲ। ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ସେ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କ ଠାରୁ ୨୧-୧୬, ୧୩-୨୧ ଓ ୧୮-୨୧ରେ ହାରି ଯାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ପର୍ଯ୍ୟାୟରେ ଯଥାକ୍ରମେ ବାଇ ଓ ୱାକ ଓଭର ପାଇଥିବା ସାଇନା ତାଙ୍କର ପ୍ରଥମ ମ୍ୟାଚ୍ ଗତକାଲି ଖେଳିଥିଲେ। ଏହା ଥିଲା ତାଙ୍କ ତୃତୀୟ […]

sainanehwala

sainanehwala

Rakesh Mallick
  • Published: Friday, 24 April 2015
  • Updated: 24 April 2015, 12:17 PM IST

ଉହାନ (ଚୀନ): ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସିପରୁ ଶୁକ୍ରବାର ବିଦା ହୋଇଛନ୍ତି ବିଶ୍ୱର ୧ ନମ୍ବର ଖେଳାଳି ସାଇନା ନେହୱାଲ। ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ସେ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କ ଠାରୁ ୨୧-୧୬, ୧୩-୨୧ ଓ ୧୮-୨୧ରେ ହାରି ଯାଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ପର୍ଯ୍ୟାୟରେ ଯଥାକ୍ରମେ ବାଇ ଓ ୱାକ ଓଭର ପାଇଥିବା ସାଇନା ତାଙ୍କର ପ୍ରଥମ ମ୍ୟାଚ୍ ଗତକାଲି ଖେଳିଥିଲେ। ଏହା ଥିଲା ତାଙ୍କ ତୃତୀୟ ପର୍ଯ୍ୟାୟ ବା ପ୍ରି-କ୍ୱାର୍ଟର ଫାଇନାଲ୍ ମ୍ୟାଚ୍। ଏଥିରେ ସେ ଜାପାନର ନୋଜୋମି ଓକୁହାରାଙ୍କୁ ୨୧-୧୪, ୧୦-୨୧ ଓ ୨୧-୧୦ରେ ପରାସ୍ତ କରି ଥିଲେ। ଏକ ଘଣ୍ଟା ସାତ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା।

ସାଇନାଙ୍କ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗରୁ ପରୁପଲ୍ଲୀ କାଶ୍ୟପ ବିଦା ହୋଇଯାଇଥିଲେ। ସେ ପ୍ରି-କ୍ୱାର୍ଟର ଫାଇନାଲରେ ଚୀନର ଝେଙ୍ଗମିଙ୍ଗ୍ ୱାଙ୍ଗଠାରୁ ୨୩-୨୧, ୧୭-୨୧ ଓ ୮-୨୧ରେ ପରାସ୍ତ ହୋଇଯାଇଥିଲେ।
ଯୁଗଳ ବର୍ଗରେ ମଧ୍ୟ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ବୁଧବାର ପୁରୁଷ ଯୁଗଳ ଯୋଡ଼ି ଅକ୍ଷୟ ଦେୱାଲକର ଓ ପ୍ରଣବ ଚୋପ୍ରା ବିଦା ହୋଇଯାଇଥିବା ବେଳେ ଗତକାଲି ମନୁ ଅତି୍ର ଓ ସୁମିତ ରେଡ୍ଡୀ ମଧ୍ୟ ବିଦା ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story