ବାଲାଂଦେଶ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ବର୍ଷା ଯୋଗୁ ଦ୍ୱିତୀୟ ଦିନ ଖେଳ ବାତିଲ

ଢାକା: ବାଲାଂଦେଶ ଦକ୍ଷିଣ ଆଫ୍ରିକା ମଧ୍ୟରେ ଢ଼ାକାର ସେର- ଏ- ବାଂଗଲା ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁ ବାତିଲ  ହୋଇଯାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚର ଆଜି ଦ୍ୱିତୀୟ ଦିନ ଥିଲା। ତେବେ ଅବିଶ୍ରାନ୍ତ ବର୍ଷା ଯୋଗୁ ନିର୍ଦ୍ଧାରିତ  ଲଞ୍ଚ୍ ବ୍ରେକ୍ ପରେ ଆଜିର ଖେଳକୁ ବାତିଲ କରି ଦିଆଯାଇଥିଲା। ଆଜି ଆଦୌ ଖେଳ ହୋଇପାରିନାହିଁ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲା […]

-test

-test

Rakesh Mallick
  • Published: Friday, 31 July 2015
  • Updated: 31 July 2015, 12:20 PM IST

Sports

Latest News

ଢାକା: ବାଲାଂଦେଶ ଦକ୍ଷିଣ ଆଫ୍ରିକା ମଧ୍ୟରେ ଢ଼ାକାର ସେର- ଏ- ବାଂଗଲା ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁ ବାତିଲ  ହୋଇଯାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚର ଆଜି ଦ୍ୱିତୀୟ ଦିନ ଥିଲା। ତେବେ ଅବିଶ୍ରାନ୍ତ ବର୍ଷା ଯୋଗୁ ନିର୍ଦ୍ଧାରିତ  ଲଞ୍ଚ୍ ବ୍ରେକ୍ ପରେ ଆଜିର ଖେଳକୁ ବାତିଲ କରି ଦିଆଯାଇଥିଲା। ଆଜି ଆଦୌ ଖେଳ ହୋଇପାରିନାହିଁ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲା ଟିମ୍ ୮ ଟି ୱିକେଟ ହରାଇ ୨୪୬ ରନ୍ କରିଛି । ଶନିବାର ପୁଣି ଏହିଠାରୁ ବାଂଲାଦେଶ ବ୍ୟାଟିଂ କରିବ। ତେବେ ଆସନ୍ତାକାଲି ମଧ୍ୟ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,  ବର୍ଷା ଯୋଗୁ  ଚିଟାଗଙ୍ଗଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ‘ଡ୍ର’ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story