ବାଂଲାଦେଶୀ କ୍ରିକେଟର୍‌ଙ୍କ ଦାଦାଗିରି: ମ୍ୟାଚ୍‌ ବେଳେ ନିଜ ଖେଳାଳିଙ୍କୁ ପଡ଼ିଆ ଛାଡ଼ି ଫେରିଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଶ୍ରୀଲଙ୍କାରେ ଖେଳାଯାଉଥିବା ନିଦହାସ ଟ୍ରଫିରେ ଶ୍ରୀଲଙ୍କାକୁ ୨ୱିକେଟ୍‌ରେ ହରାଇ ବାଂଲାଦେଶ ଫାଇନାଲ୍‌ରେ ପ୍ରବେଶ କରିଛି। ଶୁକ୍ରବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ବେଳେ ଦୁଇ ଟିମ୍‌ଙ୍କ ପାଇଁ ଏହି ମ୍ୟାଚ୍‌ କର ବା ମର ସ୍ଥିତି ଥିଲା। କାରଣ ଏହି ମ୍ୟାଚ୍‌ରେ ଯେଉଁ ଟିମ୍‌ ହାରିବ ସେହି ଟିମ୍‌ ପ୍ରତିଯୋଗିତାରୁ ବିଦା ହେବାସହ ଜିତିବା ଟିମ୍‌ ଫାଇନାଲ୍‌ରେ ଭାରତ ସହ ଖେଳିବ। ଏପରି ପରିସ୍ଥିତିରେ ଉଭୟ ଟିମ୍‌ର […]

bangladesh-srilanka-contr2

bangladesh-srilanka-contr2

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 12:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଶ୍ରୀଲଙ୍କାରେ ଖେଳାଯାଉଥିବା ନିଦହାସ ଟ୍ରଫିରେ ଶ୍ରୀଲଙ୍କାକୁ ୨ୱିକେଟ୍‌ରେ ହରାଇ ବାଂଲାଦେଶ ଫାଇନାଲ୍‌ରେ ପ୍ରବେଶ କରିଛି। ଶୁକ୍ରବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ବେଳେ ଦୁଇ ଟିମ୍‌ଙ୍କ ପାଇଁ ଏହି ମ୍ୟାଚ୍‌ କର ବା ମର ସ୍ଥିତି ଥିଲା। କାରଣ ଏହି ମ୍ୟାଚ୍‌ରେ ଯେଉଁ ଟିମ୍‌ ହାରିବ ସେହି ଟିମ୍‌ ପ୍ରତିଯୋଗିତାରୁ ବିଦା ହେବାସହ ଜିତିବା ଟିମ୍‌ ଫାଇନାଲ୍‌ରେ ଭାରତ ସହ ଖେଳିବ। ଏପରି ପରିସ୍ଥିତିରେ ଉଭୟ ଟିମ୍‌ର ଖେଳାଳି ଏହି ମ୍ୟାଚ୍‌ ଜିତିବା ପାଇଁ ସମସ୍ତ ଚେଷ୍ଟା କରିଥିଲେ। କିନ୍ତୁ ଏହି ମ୍ୟାଚ୍‌ ଖେଳାଯାଉଥିବା ସମୟରେ ଏପରି ଘଟଣ ଘଟିଲା ଯାହା କ୍ରିକେଟ୍‌ ପାଇଁ ଲଜ୍ଜା।

ଏହି ମ୍ୟାଚ୍‌ର ଶେଷ ଓଭରରେ ବାଂଲାଦେଶକୁ ଜିତିବା ପାଇଁ ୧୨ ରନ୍‌ ଆବଶ୍ୟକ ଥିଲା। ଏବଂ ସାମ୍ନାରେ ଥିଲେ ଶ୍ରୀଲଙ୍କା ବୋଲର ଇସରୁ ଉଡନା। ଶେଷ ଓଭରର ପ୍ରଥମ ବଲ୍‌ଟିକୁ ବ୍ୟାଟ୍ସମ୍ୟାନ୍‌ ଖେଳିପାରିନଥିଲେ। ଦ୍ୱିତୀୟ ବଲ୍‌ଟି କିନ୍ତୁ ଇସରୁ ଉଡନା ବାଉଁସର ପକାଇଥିଲେ। ବ୍ୟାଟ୍ସମ୍ୟାନ୍‌ ଦ୍ୱିତୀୟ ବଲଟିକୁ ଖେଳି ପାରିନଥିଲେ ଏବଂ ବଲଟି ୱିକେଟ୍‌ କିପର ହାତକୁ ଚାଲିଯିବାରୁ ବ୍ୟାଟ୍ସମ୍ୟାନ୍ ରନ୍ ନେବାକୁ ଚେଷ୍ଟା କରିଥିଲେ। ଫଳରେ ରେହମାନ ରନ୍‌ ଆଉଟ୍‌ ହୋଇଥିଲେ। ବଲ୍‌ଟି ବାଉଁସର୍‌ ଥିବାରୁ ରେହମାନ ଏହାକୁ ନୋ ବଲ କରିବାକୁ ଅମ୍ପିୟାରଙ୍କୁ କହିଥିଲେ। କିନ୍ତୁ ଅମ୍ପିୟାର ଏହାକୁ ନୋ ବଲ ଦେବାକୁ ମନା କରିଥିଲେ। ଏହି ସମୟରେ ବାଂଲାଦେଶ ଅଧିନାୟକ ସକିବଲ୍‌ ହସେନ ତୃତୀୟ ଅମ୍ପିଆରଙ୍କ ସହ ଝଗଡ଼ା କରିବାକୁ ମଧ୍ୟ ପଛାଇନଥିଲେ। ଏହାସହ ବାଉଣ୍ଡରି ଲାଇନ୍‌ ପାଖକୁ ଆସି ସକିବଲ୍‌ କ୍ରିଜରେ ଥିବା ବ୍ୟାଟ୍ସମ୍ୟାନ୍‌ଙ୍କୁ ପଡ଼ିଆ ଛାଡ଼ି ପ୍ୟାବିଲିୟନକୁ ଫେରିଆସିବାକୁ ଇସାରା କରିଥିଲେ। ଏହି ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା। ବାଂଲାଦେଶ ଖେଳାଳି ଡ୍ରେସିଂ ରୁମ୍‌ରେ ଭଙ୍ଗାରୁଜା କରିବାକୁ ମଧ୍ୟ ପଛାଇନଥିଲେ। ଏଭଳି ସ୍ଥିତିରେ କିନ୍ତୁ ବାଂଲାଦେଶ କୋଚ୍‌ ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟାଟ୍ସମ୍ୟାନଙ୍କୁ ବାଉଣ୍ଡରି ଲାଇନ୍‌ ନିକଟରୁ ଫେରାଇ ପୁଣି ବ୍ୟାଟିଂ କରିବାକୁ କହିଥିଲେ। ଏବଂ  ବାଂଲାଦେଶ ଗୋଟିଏ ବଲ ବାକିଥାଇ ୧୨ ରନ ହାସଲ କରିନେଇଥିଲା। ବାଂଲାଦେଶ ପକ୍ଷରୁ ମହମ୍ମଦଉଲ୍ଲା ଶେଷ ୩ଟି ବଲରୁ ୧୨ ରନ କରି ଦଳକୁ ଐତିହାସିକ ବିଜୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story