ଇତିହାସ ରଚିଲା ବାଂଲାଦେଶ: ଟେଷ୍ଟ୍‌ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ କଲା ପରାସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ କ୍ରିକେଟ୍‌ରେ ସବୁ ସମ୍ଭବ। ଶେଷ ବଲ୍‌ ନ ପଡିବା ପର୍ଯ୍ୟନ୍ତ କହି ହୁଏନେ ମ୍ୟାଚ୍‌ରେ କିଏ ଜିତିବ ଆଉ କିଏ ହାରିବ। ଆଉ ଏହା ଏବେ ପ୍ରମାଣିତ ହୋଇଛି। କ୍ରିକେଟ୍‌ ଇତିହାସରେ ସର୍ବଦା ଦବ୍‌ଦବା ରଖିଆସିଥିବା ଅଷ୍ଟ୍ରେଲିଆ ଟିମ୍‌କୁ ବାଂଲଦେଶ ଭଳି ଟିମ୍ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଟେଷ୍ଟ୍‌ ଇତିହାସରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଟିମ୍‌କୁ ପରାସ୍ତ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ବାଂଲାଦେଶ। ଏହାସହ […]

Rakesh Mallick
  • Published: Wednesday, 30 August 2017
  • Updated: 30 August 2017, 05:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ କ୍ରିକେଟ୍‌ରେ ସବୁ ସମ୍ଭବ। ଶେଷ ବଲ୍‌ ନ ପଡିବା ପର୍ଯ୍ୟନ୍ତ କହି ହୁଏନେ ମ୍ୟାଚ୍‌ରେ କିଏ ଜିତିବ ଆଉ କିଏ ହାରିବ। ଆଉ ଏହା ଏବେ ପ୍ରମାଣିତ ହୋଇଛି। କ୍ରିକେଟ୍‌ ଇତିହାସରେ ସର୍ବଦା ଦବ୍‌ଦବା ରଖିଆସିଥିବା ଅଷ୍ଟ୍ରେଲିଆ ଟିମ୍‌କୁ ବାଂଲଦେଶ ଭଳି ଟିମ୍ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଟେଷ୍ଟ୍‌ ଇତିହାସରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଟିମ୍‌କୁ ପରାସ୍ତ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ବାଂଲାଦେଶ। ଏହାସହ ଦୁଇଟିକିଆ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି ବାଂଲାଦେଶ।

ଏହି ବିଜୟ ପରେ ଘରୋଇ ଟିମ୍‌ର ମନୋବଳ ବୃଦ୍ଧି ପାଇଛି। ସେପଟେ ବାଂଲାଦେଶ ଗସ୍ତରେ ଥିବା ଅଷ୍ଟ୍ରେଲିଆ ଦଳ ଏହି ପରାଜୟ ପରେ ଏକ ଶିକ୍ଷା ପାଇଛି। ଏହି ଟେଷ୍ଟରେ ବାଂଲାଦେଶ ତାର ପ୍ରଥମ ଇଂନିସରେ ୨୬୦ ରନ କରିଥିବା  ବେଳେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ପ୍ରଥମ ଇଂନିସରେ ଅଗ୍ରଣୀ ଲାଭ କରିଥିବା ବାଂଲାଦେଶ ଦ୍ୱିତୀୟ ଇଂନିସରେ ୨୨୧ରନ କରିପାରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ୨୬୪ରନର ବିଜୟ ଲକ୍ଷ୍ୟ ମିଳିଥିଲା। ହେଲେ ଘରୋଇ ଦଳର ଆକର୍ଷଣୀୟ ବୋଲିଂ ଆଗରେ ଅଷ୍ଟ୍ରେଲିଆ ଦଳ ଧୂଳିସାତ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇଂନିସରେ ମାତ୍ର ୨୪୪ ରନ କରି ଆଉଟ୍‌ ହୋଇଯାଇଥିଲା । ଫଳରେ ଘରୋଇ ଦଳ  ଅଷ୍ଟ୍ରେଲିଆ ବିପକ୍ଷରେ ୨୦ ରନରେ ବିଜୟଲାଭ କରିଛି।

ଏହି ବିଜୟର ମୁଖ୍ୟ ନାୟକ ସାଜିଥିଲେ ବାଂଲାଦେଶର ଅଲରାଉଣ୍ଡର ସକିବ୍‌-ଅଲ୍‌-ହାସନ। ସେ ଏହି ମ୍ୟାଚ୍‌ରେ ୧୦ଟି ୱିକେଟ୍‌ ନେଇଥିବା ବେଳେ ବ୍ୟାଟିଂରେ ମୂଲ୍ୟବାନ ୮୯ ରନ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନ ପାଇଁ ସେ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story