କୋର୍ଟରେ କାଟ୍ : ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ହଟିଲା

କୋଚି: କ୍ରିକେଟର ତଥା ପେସ୍‌ ବୋଲର ଏସ୍ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ହଟାଇଲେ କେରଳ ହାଇକୋର୍ଟ।। ସ୍ପଟ ଫିକ୍ସିଂ ମାମଲାରେ ଶ୍ରସନ୍ତଙ୍କୁ ଆଜୀବନ ବାସନ୍ଦ କରିଥିଲା ବୋର୍ଡ଼ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ)। ତେବେ ଏହି କଟକଣାକୁ ଆଜି କେରଳ ହାଇକୋର୍ଟ କୋହଳ କରିଦେଇଛନ୍ତି। ଶ୍ରସନ୍ତଙ୍କୁ ବାସନ୍ଦ ମାମଲରେ ପୂର୍ବରୁ ଦିଲ୍ଲୀ କୋର୍ଟ ୨୦୧୫ରେ ବିସିସିଆଇକୁ ଦଣ୍ଡ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏନେଇ ବିସିସିଆଇ ପକ୍ଷରୁ କୌଣସି ପଦକ୍ଷେପ […]

sisant

sisant

Rakesh Mallick
  • Published: Monday, 07 August 2017
  • Updated: 07 August 2017, 04:18 PM IST

Sports

Latest News

କୋଚି: କ୍ରିକେଟର ତଥା ପେସ୍‌ ବୋଲର ଏସ୍ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ହଟାଇଲେ କେରଳ ହାଇକୋର୍ଟ।। ସ୍ପଟ ଫିକ୍ସିଂ ମାମଲାରେ ଶ୍ରସନ୍ତଙ୍କୁ ଆଜୀବନ ବାସନ୍ଦ କରିଥିଲା ବୋର୍ଡ଼ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ)। ତେବେ ଏହି କଟକଣାକୁ ଆଜି କେରଳ ହାଇକୋର୍ଟ କୋହଳ କରିଦେଇଛନ୍ତି। ଶ୍ରସନ୍ତଙ୍କୁ ବାସନ୍ଦ ମାମଲରେ ପୂର୍ବରୁ ଦିଲ୍ଲୀ କୋର୍ଟ ୨୦୧୫ରେ ବିସିସିଆଇକୁ ଦଣ୍ଡ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏନେଇ ବିସିସିଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଶ୍ରୀସନ୍ତ କେରଳ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।

୨୦୧୩ରେ ଆଇପିଏଲ ସ୍ପଟ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ତ ଗିରଫ ହୋଇଥିଲେ । ପରେ ବିସିସିଆଇ ଶ୍ରସନ୍ତଙ୍କୁ ଆଜୀବନ ବାସନ୍ଦ କରିଥିଲା।  ଏହକୁ ନେଇ ଦିଲ୍ଲୀର ଅତିରିକ୍ତ ସେସନ କୋର୍ଟରେ ମାମଲା ଚାଲିଥିଲା। ପରେ ଶ୍ରୀସନ୍ତ କେରଳ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରି  ତାଙ୍କ ଉପରୁ କଟକଣା ହଟେଇବା ପାଇଁ ଶ୍ରୀସନ୍ତ କୋର୍ଟରେ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story