ସୁପର କପ୍‌ରେ ବେଙ୍ଗାଲୁରୁ ଏଫ୍‌ସିର ସୁପର ସୋ: ଇଷ୍ଟ ବେଙ୍ଗଲକୁ ୪-୧ ଗୋଲ୍‌ରେ ହରାଇ ଟାଇଟଲ୍‌ ହାତେଇଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ସୁପର କପ୍ ଫୁଟବଲ ଗ୍ରାଣ୍ଡ ଫାଇନାଲରେ ବାଜି ମାରି ନେଇଛି ବେଙ୍ଗାଲୁରୁ FC। ଇଷ୍ଟ ବେଙ୍ଗଲକୁ ୪-୧ ଗୋଲରେ ହରାଇ ଟାଇଟାଲକୁ ନିଜ ନାଁରେ କରିଛି ବେଙ୍ଗାଲୁରୁ FC। ଟିମ୍ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି ସୁନୀଲ ଛେତ୍ରୀ। ବିପକ୍ଷ ଟିମ ବିରୋଧରେ ୨ଟି ଗୋଲ କରିଥିଲେ ସୁନୀଲ। ତେବେ ବେଙ୍ଗାଲୁରୁ FC ପ୍ରଥମ ହାଫ୍‌ରୁ ହିଁ ନିଜ ଆଟାକିଂ ଗେମ୍ ଦେଖାଇଥିଲା। ବିପକ୍ଷ ଟିମ୍ କେବଳ ଗୋଟିଏ […]

chhetri

chhetri

Rakesh Mallick
  • Published: Friday, 20 April 2018
  • Updated: 20 April 2018, 06:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ସୁପର କପ୍ ଫୁଟବଲ ଗ୍ରାଣ୍ଡ ଫାଇନାଲରେ ବାଜି ମାରି ନେଇଛି ବେଙ୍ଗାଲୁରୁ FC। ଇଷ୍ଟ ବେଙ୍ଗଲକୁ ୪-୧ ଗୋଲରେ ହରାଇ ଟାଇଟାଲକୁ ନିଜ ନାଁରେ କରିଛି ବେଙ୍ଗାଲୁରୁ FC। ଟିମ୍ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି ସୁନୀଲ ଛେତ୍ରୀ। ବିପକ୍ଷ ଟିମ ବିରୋଧରେ ୨ଟି ଗୋଲ କରିଥିଲେ ସୁନୀଲ। ତେବେ ବେଙ୍ଗାଲୁରୁ FC ପ୍ରଥମ ହାଫ୍‌ରୁ ହିଁ ନିଜ ଆଟାକିଂ ଗେମ୍ ଦେଖାଇଥିଲା। ବିପକ୍ଷ ଟିମ୍ କେବଳ ଗୋଟିଏ ମାତ୍ର ଗୋଲ୍ କରିବାରେ ସକ୍ଷମ ହୋଇପାରିଛି। ଆଜିର ମ୍ୟାଚ୍ ସହ କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos