ଭାରତୀୟ ମହିଳା ତୀରନ୍ଦାଜି ଦଳକୁ ରିଓ ଅଲିମ୍ପିକ ଟିକଟ

କୋଲକତା: ୨୦୧୬ ରିଓ ଅଲିମ୍ପିକ ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ ମହିଳା ତୀରନ୍ଦାଜି ଦଳ। ଅନ୍ୟପକ୍ଷେ ଭାରତୀୟ ପୁରୁଷ ଦଳ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୁଧବାର ଡେନମାର୍କର କୋଫେନହାଗେନରେ ଖେଳାଯାଉଥିବା ୱାର୍ଲ୍ଡ ଚାମ୍ପିଆନସିପରେ ଭାରତୀୟ ମହିଳା ଦଳର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ମହିଳା ତୀରନ୍ଦାଜି ଇଭେଣ୍ଟରେ ଟପ ଅଡରରେ ଭାରତୀୟ ମହିଳା ଦଳର ବହୁ ଖେଳାଳୀ ରହିଛିନ୍ତି। ସେମାନଙ୍କ ମଧ୍ୟରେ ଥିବା ଦୀପିକା କୁମାରୀ, ରିମିଲ୍ ବୁରିଉଲି […]

rio ollimpic

rio ollimpic

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 12:13 PM IST

Sports

Latest News

କୋଲକତା: ୨୦୧୬ ରିଓ ଅଲିମ୍ପିକ ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ ମହିଳା ତୀରନ୍ଦାଜି ଦଳ। ଅନ୍ୟପକ୍ଷେ ଭାରତୀୟ ପୁରୁଷ ଦଳ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୁଧବାର ଡେନମାର୍କର କୋଫେନହାଗେନରେ ଖେଳାଯାଉଥିବା ୱାର୍ଲ୍ଡ ଚାମ୍ପିଆନସିପରେ ଭାରତୀୟ ମହିଳା ଦଳର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ମହିଳା ତୀରନ୍ଦାଜି ଇଭେଣ୍ଟରେ ଟପ ଅଡରରେ ଭାରତୀୟ ମହିଳା ଦଳର ବହୁ ଖେଳାଳୀ ରହିଛିନ୍ତି। ସେମାନଙ୍କ ମଧ୍ୟରେ ଥିବା ଦୀପିକା କୁମାରୀ, ରିମିଲ୍ ବୁରିଉଲି ଏବଂ ଲକ୍ଷ୍ମୀରାଣୀ ମାଝି ରିଓ ଅଲିମ୍ପିକକୁ ଯିବାକୁ ଯୋଗ୍ୟତା ହାସଲ କରିଛନ୍ତି । ପୁରଷ ଭାରତୀୟ ଦଳ ଡିଫେନଣ୍ଡିଙ୍ଗ ଚାମ୍ପିୟନ ଇଟାଲିଠାରୁ ପରାସ୍ତ ହୋଇଯିବା ପରେ ଏବେ ଅଲମ୍ପିକ ଯୋଗ୍ୟତା ହାସଲ କରିବା ଆଶଙ୍କା ମଧ୍ୟକୁ ଚାଲିଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos