ଆସନ୍ତାକାଲିଠୁ ବିଜୁ ପଟ୍ଟନାୟକ ଗୋଲ୍ଡ୍ କପ୍ ଆନ୍ତଃସ୍କୁଲ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର ୟୁନିଟ୍-୬ ହାଇସ୍କୁଲ୍ ପଡ଼ିଆରେ ଆରମ୍ଭ ହେବ ବିଜୁ ପଟ୍ଟନାୟକ ଗୋଲ୍ଡ୍ କପ୍ ଆନ୍ତଃସ୍କୁଲ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ। କ୍ରୀଡ଼ା ଓ ଯୁବସେବା ବିଭାଗ ଅଧୀନରେ ଥିବା ୬ଟି ସ୍ପୋର୍ଟସ୍ ହଷ୍ଟେଲ୍ ଓ ବାହାରର ୪ଟି ଟିମ୍‌ ଏଥିରେ ଭାଗ ନେବେ। ୧୫ ବର୍ଷରୁ କମ୍ ବୟସର ପିଲା ଏଥିରେ ଅଂଶ ଗ୍ରହଣ କରିବେ। ସମସ୍ତ ମ୍ୟାଚ୍ ନକ୍ ଆଉଟ୍ ଭିତ୍ତିରେ ଖେଳା ଯିବ। ତୃଣମୂଳ ସ୍ତରରେ ଫୁଟ୍‌ବଲ୍‌ ଖେଳାଳି ସୃଷ୍ଟି କରିବା ଏହି ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ। ଏହି […]

football

football

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 08:31 AM IST

Sports

Latest News

ଭୁବନେଶ୍ୱର ୟୁନିଟ୍-୬ ହାଇସ୍କୁଲ୍ ପଡ଼ିଆରେ ଆରମ୍ଭ ହେବ ବିଜୁ ପଟ୍ଟନାୟକ ଗୋଲ୍ଡ୍ କପ୍ ଆନ୍ତଃସ୍କୁଲ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ। କ୍ରୀଡ଼ା ଓ ଯୁବସେବା ବିଭାଗ ଅଧୀନରେ ଥିବା ୬ଟି ସ୍ପୋର୍ଟସ୍ ହଷ୍ଟେଲ୍ ଓ ବାହାରର ୪ଟି ଟିମ୍‌ ଏଥିରେ ଭାଗ ନେବେ। ୧୫ ବର୍ଷରୁ କମ୍ ବୟସର ପିଲା ଏଥିରେ ଅଂଶ ଗ୍ରହଣ କରିବେ। ସମସ୍ତ ମ୍ୟାଚ୍ ନକ୍ ଆଉଟ୍ ଭିତ୍ତିରେ ଖେଳା ଯିବ। ତୃଣମୂଳ ସ୍ତରରେ ଫୁଟ୍‌ବଲ୍‌ ଖେଳାଳି ସୃଷ୍ଟି କରିବା ଏହି ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ। ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ଟାଟା ଫୁଟ୍‌ବଲ୍ ଏକାଡେମୀ ପ୍ରଶିକ୍ଷଣ ପାଇଁ ପଠାଯିବ।

ଆସନ୍ତା ୧୨ ତାରିଖରେ ଶେଷ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ୟୁନିଟ୍-୬ ଆଥ୍‌ଲେଟିକ୍ସ ଆସୋସିଏସନ୍ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଆୟୋଜନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story