ଦିନିକିଆରେ ହିରୋ, ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଫେଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି ଟ୍ୱେଣ୍ଟିରେ ଟିମ୍‌ ଇଣ୍ଡିଆକୁ ୬ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ  କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୧୮୯ରନର ଟାର୍ଗେଟ ଦେଇଥିଲା ଭାରତ। ତେବେ ବ୍ୟାଟ୍ସମ୍ୟାନ୍ କ୍ଲାସେନ ଏବଂ ଡୁମିନି ଦମଦାର ବ୍ୟାଟିଂ, ଆଫ୍ରିକୀୟ ଦଳକୁ ବିଜୟ ଦେଇଥିଲା କ୍ଲାସେନ ୬୯ ରନ କରିଥିବାବେଳେ ଡୁମିନିଙ୍କ ଅପରାଜିତ ୬୪ ରନ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ଏହି ଟି ଟ୍ୱେଣ୍ଟି ସିରିଜକୁ ବରାବର […]

Chahal-1

Chahal-1

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 03:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି ଟ୍ୱେଣ୍ଟିରେ ଟିମ୍‌ ଇଣ୍ଡିଆକୁ ୬ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ  କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୧୮୯ରନର ଟାର୍ଗେଟ ଦେଇଥିଲା ଭାରତ। ତେବେ ବ୍ୟାଟ୍ସମ୍ୟାନ୍ କ୍ଲାସେନ ଏବଂ ଡୁମିନି ଦମଦାର ବ୍ୟାଟିଂ, ଆଫ୍ରିକୀୟ ଦଳକୁ ବିଜୟ ଦେଇଥିଲା କ୍ଲାସେନ ୬୯ ରନ କରିଥିବାବେଳେ ଡୁମିନିଙ୍କ ଅପରାଜିତ ୬୪ ରନ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ଏହି ଟି ଟ୍ୱେଣ୍ଟି ସିରିଜକୁ ବରାବର କରିଛି।

ଏହି ମ୍ୟାଚରେ ଭାରତୀୟ ସ୍ପିନର ଚହଲଙ୍କ ବଲ୍‌କୁ ନିର୍ଦ୍ଧୁମ ପିଟିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌। ସେ ଏହି ମ୍ୟାଚ୍‌ରେ ୪ ଓଭରରେ ୬୪ ରନ ଖର୍ଚ୍ଚ କରିଛନ୍ତି। ଓଭର ପିଛା ସେ ୧୬ରନ ଖର୍ଚ୍ଚ କରିଥିଲେ। ଚହଲ ଟି-ଟ୍ୱେଣ୍ଟି କ୍ରିକେଟର୍‌ରେ ସର୍ବାଧିକା ରନ୍‌ ଖର୍ଚ୍ଚ କରିଥିବା ଭାରତୀୟ ବୋଲରଙ୍କ ଲିଷ୍ଟରେ ଟପ୍‌ରେ ପହଞ୍ଚିଗଲେ।  ୨୦୧୭ରେ ଚହଲ ସର୍ବଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। କିନ୍ତୁ ୨୦୧୮ରେ ସେ ସବୁଠୁ ଅଧିକ ରନ୍‌ ଖର୍ଚ୍ଚ କରିଥିବା ଟି-ଟ୍ୱେଣ୍ଟି ବୋଲର୍‌ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos