IPL-11: ବ୍ୟାନ୍‌ ହଟିବା ପରେ ପ୍ରଥମଥର ସାମ୍ନାସାମ୍ନି ହେବେ ଚେନ୍ନାଇ-ରାଜସ୍ଥାନ

ଚଳିତ ଆଇପିଏଲରର ୧୭ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଆଜିର ମ୍ୟାଚ୍‌ ପୁଣେ ଠାରେ ଖେଳାଯିବ। ରାଜନୈତିକ କାରଣରୁ ଚେନ୍ନାଇରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ ଏବେ ପୁଣେକୁ ସ୍ଥାନାନ୍ତରିତ କରାଯାଇଛି। ଦୁଇ ବର୍ଷ ବାସନ୍ଦ ପରେ ଚଳିତ ସଂସ୍କରଣରେ ଆଜି ଚେନ୍ନାଇ ଓ ରାଜସ୍ଥାନ ପ୍ରଥମ ଥର ପାଇଁ ସମ୍ନାସାମ୍ନି ହେବାକୁ ଯାଉଛନ୍ତି। ଚଳିତ ଆଇପିଏଲରେ ଚେନ୍ନାଇ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ରୁ ୨ଟି ବିଜୟ ଓ ଗୋଟିଏରେ […]

BL2001CSK

BL2001CSK

Rakesh Mallick
  • Published: Friday, 20 April 2018
  • Updated: 20 April 2018, 05:20 PM IST

Sports

Latest News

ଚଳିତ ଆଇପିଏଲରର ୧୭ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଆଜିର ମ୍ୟାଚ୍‌ ପୁଣେ ଠାରେ ଖେଳାଯିବ। ରାଜନୈତିକ କାରଣରୁ ଚେନ୍ନାଇରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ ଏବେ ପୁଣେକୁ ସ୍ଥାନାନ୍ତରିତ କରାଯାଇଛି। ଦୁଇ ବର୍ଷ ବାସନ୍ଦ ପରେ ଚଳିତ ସଂସ୍କରଣରେ ଆଜି ଚେନ୍ନାଇ ଓ ରାଜସ୍ଥାନ ପ୍ରଥମ ଥର ପାଇଁ ସମ୍ନାସାମ୍ନି ହେବାକୁ ଯାଉଛନ୍ତି। ଚଳିତ ଆଇପିଏଲରେ ଚେନ୍ନାଇ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ରୁ ୨ଟି ବିଜୟ ଓ ଗୋଟିଏରେ ପରାଜୟ ସହ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ୪ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ଓ ୨ଟିରେ ପରାଜୟ ସହ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ଅଛି। ଚେନ୍ନାଇ ତାର ପୂର୍ବ ମ୍ୟାଚରେ ପଞ୍ଜାବ ଠାରୁ ୪ରନରେ ପରାସ୍ତ ହୋଇଥିବା ବେଳେ ରାଜସ୍ଥାନ, କେକେଆର୍‌ ବିପକ୍ଷରେ ୭ୱିକେଟ୍‌ରେ ହାରିଥିଲା। ତେଣୁ ଆଜିର ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଉଭୟ ଦଳ ଚେଷ୍ଟା କରିବ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଚେନ୍ନାଇରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୁଣେକୁ ସ୍ଥାନାନ୍ତରିତ ହେବା ପରେ ଚେନ୍ନାଇ ଫ୍ୟାନ୍‌ଙ୍କ ଉତ୍ସାହ କମିନାହିଁ। ଶହଶହ ଚେନ୍ନାଇ ଫ୍ୟାନ୍‌ ନିଜ ଟିମ୍‌କୁ ସପୋର୍ଟ କରିବା ପାଇଁ ଟ୍ରେନ୍‌ରେ ବସି ପୁଣେରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story