ଟ୍ରେନିଂ ନୁହେଁ ଟର୍ଚର: ଅଲିମ୍ପିକ ଗୋଲ୍ଡ ପାଇଁ ଚାଇନାରେ ଶିଶୁ ନିର୍ଯାତନା

aaaa_Fotor_Collage

ଚାଇନାରେ କୁନି କୁନି ଶିଶୁଙ୍କୁ ଅଲିମ୍ପିକ ପାଇଁ ଟ୍ରେନିଂ ଦେବା ନାଁରେ ଅତ୍ୟାଚାର କରାଯାଉଥିବା ଖବର ସମସ୍ତେ ଜାଣନ୍ତି। ଏଠି ଜିମ୍ନାସିୟମ ଗୁଡିକରେ ଶିଶୁମାନଙ୍କୁ ଟ୍ରେନିଂ ଦିଆଯାଇଥାଏ। ଏବଂ ଏହି ସମୟରେ ଛୋଟ ଛୋଟ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିବା ଖବର ଏବେ ଭାଇରାଲ ହୋଇଛି। ଅଲିମ୍ପିକରେ ସବୁବେଳେ ଚାଇନା ପ୍ରଭାବି ପ୍ରଦର୍ଶନ କରିଥାଏ। କିନ୍ତୁ ଅଲିମ୍ପିକରେ ଭଳ ପ୍ରଦର୍ଶନ ଜାରି ରଖିବା ପାଇଁ ଏଠାରେ ଥିବା ‘ନାନିଂ’ ଜିମ୍ନାସିୟମରେ ୫ବର୍ଷର ଶିଶୁ ମାନଙ୍କୁ ଅତି ଦୟନୀୟ ଭାବେ ଶାରୀରିକ ନିର୍ଯାତନା ଦିଆଯାଉଛି। ଏହାକୁ ନେଇ ସାରା ବିଶ୍ୱରେ ଚାଇନାର ଅସଲି ଚେହେରା ସାମ୍ନାକୁ ଆସିଛି।

SHARE THIS

RELATED ARTICLES

LEAVE COMMENT