ଚାମ୍ପିୟନ୍ସ ଟ୍ରଫି: ଭାରତକୁ ଫାଇନାଲ୍‌ରେ ପରାସ୍ତ କରି କଙ୍ଗାରୁ ଟିମ୍‌ ଚାମ୍ପିୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅଷ୍ଟ୍ରେଲିଆ ହକି ଟିମ୍‌ ଚାମ୍ପିୟନ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଟିମ୍‌ ୧-୧ ଗୋଲ୍‌ ଦେଇ ସମାନ ସ୍ଥିତିରେ ରହିଥିଲେ। ନିର୍ଦ୍ଧାରିତ ସମୟ ପରେ ସୁଟଆଉଟ୍‌ ଜରିଆରେ ଅଷ୍ଟ୍ରେଲିଆ ଭାରତକୁ ମାତ୍‌ ଦେଇ ଟ୍ରଫିକୁ କବ୍‌ଜା କରିବାରେ ସକ୍ଷମ ହୋଇଛି। ସୁଟ୍‌ଆଉଟ୍‌ ମାଧ୍ୟମରେ ଭାରତକୁ ଅଷ୍ଟ୍ରେଲିଆ ୩-୧ ଗୋଲ୍‌ରେ ମାତ୍ ଦେଇଛି। ଲଗାତାର ଦ୍ୱିତୀୟ ଥର ଟାଇଟଲ ହାସଲ ଲକ୍ଷ୍ୟରେ […]

zdgmwngrec-1530455847

zdgmwngrec-1530455847

Rakesh Mallick
  • Published: Monday, 02 July 2018
  • Updated: 02 July 2018, 12:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅଷ୍ଟ୍ରେଲିଆ ହକି ଟିମ୍‌ ଚାମ୍ପିୟନ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଟିମ୍‌ ୧-୧ ଗୋଲ୍‌ ଦେଇ ସମାନ ସ୍ଥିତିରେ ରହିଥିଲେ।

ନିର୍ଦ୍ଧାରିତ ସମୟ ପରେ ସୁଟଆଉଟ୍‌ ଜରିଆରେ ଅଷ୍ଟ୍ରେଲିଆ ଭାରତକୁ ମାତ୍‌ ଦେଇ ଟ୍ରଫିକୁ କବ୍‌ଜା କରିବାରେ ସକ୍ଷମ ହୋଇଛି। ସୁଟ୍‌ଆଉଟ୍‌ ମାଧ୍ୟମରେ ଭାରତକୁ ଅଷ୍ଟ୍ରେଲିଆ ୩-୧ ଗୋଲ୍‌ରେ ମାତ୍ ଦେଇଛି।Image result for champions trophy hockey final

ଲଗାତାର ଦ୍ୱିତୀୟ ଥର ଟାଇଟଲ ହାସଲ ଲକ୍ଷ୍ୟରେ ସଫଳ ହୋଇପାରିଛି କଙ୍ଗାରୁ ଟିମ୍‌। ଏହା ପୂର୍ବରୁ ୨୦୧୬ରେ ମଧ୍ୟ ସୁଟ୍‌ ଆଉଟ୍ ଜରିଆରେ ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ। ପୂର୍ବରୁ ଶକ୍ତିଶାଳୀ ନେଦରଲାଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର ରଖି ଫାଇନାଲରେ ପ୍ରବେଶ କରିଥିଲା ଟିମ୍ ଇଣ୍ଡିଆ।Image result for champions trophy hockey final

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story