ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଜିମ୍ନାଷ୍ଟିକ ଦଳ ଘୋଷିତ: ଟିମ୍‌ରେ ଅଛନ୍ତି ଜଣେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ ପାଇଁ ଭାରତୀୟ ଜିମ୍ନାଷ୍ଟିକ୍‌ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ରାକେଶ ପାତ୍ର ସାମିଲ ହୋଇଛନ୍ତି। ଆସନ୍ତା ଏପ୍ରିଲ ୪ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା।

Previous ArticleNext Article

Send this to a friend