ରାଜ୍ୟଗୋଷ୍ଠୀ କ୍ରୀଡା ତୃତୀୟ ଦିନ: ଆଜି କେଉଁଥିରେ ଭାଗ ନେଉଛି ଭାରତ

ଆଜି ରାଜ୍ୟଗୋଷ୍ଠୀ ଖେଳର ତୃତୀୟ ଦିନ। ଦ୍ୱିତୀୟ ଦିନ ସୁଦ୍ଧା ଭାରତ ୪ଟି ପଦକ ସହ ତାଲିକାରେ ୫ମ ସ୍ଥାନରେ ରହିଛି। ୩୨ ପଦକ ସହ ପ୍ରଥମରେ ଅଷ୍ଟ୍ରେଲିଆ ରହିଥିବା ବେଳେ ୧୭ ପଦକ ପାଇ ଦ୍ୱିତୀୟରେ ଇଂଲଣ୍ଡ, ୧୧ଟି ପଦକ ପାଇଥିବା କାନାଡ଼ା ତୃତୀୟରେ ରହିଥିବା ବେଳେ ୯ଟି ପଦକ ପାଇଥିବା ସ୍କଟ୍‌ଲାଣ୍ଡ ଚତୁର୍ଥରେ ରହିଛି। ଆଜି ଭାରତୀୟ ଖେଳାଳି ୯ଟି ବିଭାଗରେ ଅଂଶ ଗ୍ରହଣ କରିବେ। ଆସନ୍ତୁ ଜାଣିବା କେଉଁ କେଉଁ ପ୍ରତିଯୋଗିତାରେ ଭାରତୀୟ […]

CWG

CWG

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 07:14 AM IST

Sports

Latest News

ଆଜି ରାଜ୍ୟଗୋଷ୍ଠୀ ଖେଳର ତୃତୀୟ ଦିନ। ଦ୍ୱିତୀୟ ଦିନ ସୁଦ୍ଧା ଭାରତ ୪ଟି ପଦକ ସହ ତାଲିକାରେ ୫ମ ସ୍ଥାନରେ ରହିଛି। ୩୨ ପଦକ ସହ ପ୍ରଥମରେ ଅଷ୍ଟ୍ରେଲିଆ ରହିଥିବା ବେଳେ ୧୭ ପଦକ ପାଇ ଦ୍ୱିତୀୟରେ ଇଂଲଣ୍ଡ, ୧୧ଟି ପଦକ ପାଇଥିବା କାନାଡ଼ା ତୃତୀୟରେ ରହିଥିବା ବେଳେ ୯ଟି ପଦକ ପାଇଥିବା ସ୍କଟ୍‌ଲାଣ୍ଡ ଚତୁର୍ଥରେ ରହିଛି। ଆଜି ଭାରତୀୟ ଖେଳାଳି ୯ଟି ବିଭାଗରେ ଅଂଶ ଗ୍ରହଣ କରିବେ। ଆସନ୍ତୁ ଜାଣିବା କେଉଁ କେଉଁ ପ୍ରତିଯୋଗିତାରେ ଭାରତୀୟ ଭାଗ୍ୟ ପରୀକ୍ଷା କରିବେ।

Hockey

ପୁରୁଷ ହକି ‘ପୁଲ୍‌ ବି’ରେ ଆଜି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସକାଳ ୧୦ଟାରେ ଏହା ଆରମ୍ଭ ହେବ।

Weightlifting

ପୁରୁଷ ୭୭ କେଜି ବର୍ଗ: ସତିଶ କୁମାର ଶିବଲିଙ୍ଗମ୍‌ (ସକାଳ ୫ଟା)

ମହିଳା ୬୩ କେଜି ବର୍ଗ: ବନ୍ଦନା ଗୁପ୍ତା (ସକାଳ ୯ଟା ୩୦)

ପୁରୁଷ ୮୫ କେଜି ବର୍ଗ: ଆର. ଭେଙ୍କଟ ରାହୁଲ (ଅପରାହ୍ନ ୨ଟା)

Boxing

ମହିଳା ୬୦ କେଗି (ରାଉଣ୍ଡ-୧୬): ସରିତା ଦେବୀ ବନାମ କିମ୍ବରେଲ ଗୁଟିନ୍ସ (ଅପରାହ୍ନ ୨ଟା)

ପୁରୁଷ ୫୬ କେଜି (ରାଉଣ୍ଡ-୧୬): ହସମୁଦ୍ଦିନ ମହମ୍ମଦ ବନାମ ବୋ ବାରାବାରା (ଅପରାହ୍ନ ୩ଟା ୧୭ ମିନିଟ)

ପୁରୁଷ ୬୯ କେଜି (ରାଉଣ୍ଡ-୧୬): ମନୋଜ କୁମାର ବନାମ କାସିମ ଏମ୍‌ମୁଡୱିକ୍‌ (ଅପରାହ୍ନ ୩ଟା ୪୭)

Table tennis

ମହିଳା ଟିମ୍‌ କ୍ୱାଟର ଫାଇନାଲ- ଭାରତ ବନାମ ମାଲେସିୟା (ସକାଳ ୫ଟା)

ପୁରୁଷ କ୍ୱାଟର ଫାଇନାଲ- ଭାରତ ବନାମ ମାଲେସିୟା

Rhythmic gymnastics

ପୁରୁଷ ବ୍ୟକ୍ତିଗତ ଆଲରାଉଣ୍ଡ ଫାଇନାଲ- ୟାଗେଶ୍‌ଆର ସିଂ (ସକାଳ ୪.୩୯ ମିନିଟ)

ମହିଳା ବ୍ୟକ୍ତିଗତ ଅଲରାଉଣ୍ଡ ଫାଇନାଲ ପ୍ରଣତି ଦାସ (ଅପରାହ୍ନ ୧୨ଟା ୧୧ ମିନିଟ)

Lawn bales

ପୁରୁଷ ଟ୍ରିପଲ୍‌ ସେକ୍ସନ ଏ- ରାଉଣ୍ଡ ୫, ଭାରତ ବନାମ ଦକ୍ଷିଣ ଆଫ୍ରିକା (ସକାଳ ୪ଟା ୩୧)

ମହିଳା ସିଙ୍ଗିଲ ସେକ୍ସନ ଡି- ରାଉଣ୍ଡ ୫, ପିଙ୍କି ବନାମ ପାଲିସ ବ୍ଲମସ୍କି (ସକାଳ ୪ଟା ୩୧)

ପୁରୁଷ ପେୟର୍ସ ସେକ୍ସନ ଡି- ରାଉଣ୍ଡ ୫, ଭାରତ ବନାମ ନୋରଫୋକ ଆୟଲ୍ୟାଣ୍ଡ (ସକାଳ ୭.୩୦)

ମହିଳା ଫୋର ସେକ୍ସନ ବି- ରାଉଣ୍ଡ ୫, ଭାରତ ବନାମ ଫିଜି (ସକାଳ ୭.୩୦)

Swimming

ପୁରୁଷ ୨୦୦ ମିଟର ବଟରଫ୍ଲାଇ ହିଟ୍‌- ସାଜନ ପ୍ରକାଶ (ସକାଳ ୬ଟା ୪)

ପୁରୁଷ ୫୦ ମିଟର ପ୍ରେକଷ୍ଟ୍ୟୋକ ହିଟ୍‌- ଶ୍ରୀହରି ନଟରାଜ (ସକାଳ ୬.୪୫)

 Squash

ମହିଳା ଏକକ କ୍ଲାସିକ ପ୍ଲେଟ କୱାଟର ଫଶଇନାଲ- ଦୀପିକା କାର୍ତ୍ତିକ ବନାମ ସାମନ୍ତା କାର୍ନେଟ (ସକାଳ ୮ଟା)

ମହିଳା ଏକକ କ୍ୱାଟର ଫାଇନାଲ- ଜୋଶନା ଚିନପ୍ପା ବନାମ ଜୋଲି କିଙ୍ଗ (ଅପରାହ୍ନ ୩ଟା)

Basketball

ପୁରୁଷ: ଭାରତ ବନାମ ଇଂଲଣ୍ଡ (ଅପରାହ୍ନ ଗୋଟାଏ)

ମହିଳା: ଭାରତ ବନାମ ମାଲେସିୟା (ଅପରାହ୍ନ ୨ଟା)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story