ମାର୍ଚ୍ଚ ୨୦୧୮ରେ ଶ୍ରୀଲଙ୍କା ଆୟୋଜନ କରିବ ଟ୍ରାଇ ସିରିଜ୍ ,ସାମିଲ ହେବେ ଭାରତ, ବାଂଲାଦେଶ

Cricket

 

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୦୧୮ରେ ଶୀଲଙ୍କା  ଆୟୋଜନ  କରିବ ଟ୍ରାଇ ସିରିଜ୍। ଏଥିରେ ଟ୍ୱେଣ୍ଟି-୨୦ ଫର୍ମାଟରେ ମ୍ୟାଚ୍ ଖେଳାଯିବ। ଟୁର୍ନାମଣ୍ଟରେ ଆୟୋଜକ ଶ୍ରୀଲଙ୍କା ସହ ଭାରତ ଓ ବାଲାଂଦେଶ ଅଂଶଗ୍ରହଣ କରିବେ।  ଶ୍ରୀଲଙ୍କା କ୍ରିକେଟ୍ ସଭାପତି  ଥିଲଙ୍ଗ ସୁମାଥିପାଲା ଏହି ଘୋଷଣା କରିଛନ୍ତି।  ମାର୍ଚ୍ଚ ୧୫ରୁ ୩୧ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଚାଲିବ।

Previous ArticleNext Article