ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତୀୟ ପୁରୁଷ ହକି ଟିମ୍‌ର ବିଜୟ ଅଭିଯାନ ଆରମ୍ଭ

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୱେଲ୍ସକୁ ହରାଇ ଭାରତୀୟ ପୁରୁଷ ହକି ଟିମ୍‌ ବିଜୟ ଅଭିଯାନ ଆରମ୍ଭ କରିଛି। ପୁଲ୍‌-ବିରେ ଥିବା ଭାରତ ପ୍ରଥମ ମ୍ୟାଚ୍‌ ଡ୍ର ରଖିଥିବା ବେଳେ ଆଜି ୱେଲ୍ସକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଦିଲପ୍ରୀତ ୧୬ ମିନିଟ୍‌, ମନଦୀପ ୨୭ ମିନିଟ, ହରମନପ୍ରୀତ ୫୬ ଓ ସୁନିଲ ୫୮ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ଆରମ୍ଭରୁ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ହାପ୍‌ରେ […]

indian-hockey-team-hockey-india_806x605_71523194391

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 09:12 PM IST

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୱେଲ୍ସକୁ ହରାଇ ଭାରତୀୟ ପୁରୁଷ ହକି ଟିମ୍‌ ବିଜୟ ଅଭିଯାନ ଆରମ୍ଭ କରିଛି। ପୁଲ୍‌-ବିରେ ଥିବା ଭାରତ ପ୍ରଥମ ମ୍ୟାଚ୍‌ ଡ୍ର ରଖିଥିବା ବେଳେ ଆଜି ୱେଲ୍ସକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଦିଲପ୍ରୀତ ୧୬ ମିନିଟ୍‌, ମନଦୀପ ୨୭ ମିନିଟ, ହରମନପ୍ରୀତ ୫୬ ଓ ସୁନିଲ ୫୮ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ।

ଆରମ୍ଭରୁ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ହାପ୍‌ରେ ଉଭୟ ଟିମ୍‌ ଗୋଲ କରିପାରି ନଥିଲେ। ଦ୍ୱିତୀୟ ହାପ୍‌ରେ ଦିଲପ୍ରୀତ ଗୋଲ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାତ୍ର ଗୋଟିଏ ମିନିଟ ପରେ ୱେଲ୍ସ ପକ୍ଷରୁ ଗାରେଥ ଫରଲାଙ୍ଗ ଗୋଲ କରି ସ୍କୋର ୧-୧ କରିଦେଇଥିଲେ। ଏହାପରେ ମନଦୀପ ସିଂହ ଗୋଟିଏ ଗୋଲ ଦେଇ ଭାରତକୁ ୨-୧କୁ ନେଇ ଆସିଥିଲେ। ପରେ ଭାରତ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲା। ହେଲେ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ହେଲେ ୱେଲ୍ସ ପାଇଥିବା ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗାରେଥ ଗୋଲରେ ପରିଣତ କରି ପୁଣି ସ୍ଥିତି ସମାନ (୨-୨) କରି ଦେଇଥିଲେ।

ଚତୁର୍ଥ ହାପ ଥିଲା ଅତି ସଂର୍ଘଷପୂର୍ଣ୍ଣ। ଭାରତ ପକ୍ଷରୁ ହରମନପ୍ରୀତ ୫୬ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ମାତ୍ର ୧ ମିନିଟ ବ୍ୟବଧାନରେ ୱେଲ୍ସ ପକ୍ଷରୁ ଆଉ ଏକ ଗୋଲ କରାଯିବା ଫଳରେ ସ୍କୋର ୩-୩ ହୋଇଯାଇଥିଲା। ଶେଷ ୧ ମିନିଟ୍‌ରେ କାଣ୍ଟେକା ଟକ୍କର ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ୫୮ ମିନିଟ୍‌ରେ ସୁନୀଲ ବିଜୟ ସୂଚକ ଗୋଲ ଦେଇ ଦଳକୁ ବିଜୟ ଦେଇଥିଲେ।

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ୨-୨ରେ ଡ୍ର ହୋଇଥିଲା।

ସୂଚନାଯୋଗ୍ୟ, ଆଜି ଭାରତୀୟ ମହିଳା ହକି ଟିମ୍‌ ଇଂଲଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story