ସୁଟିଂରେ ଭାରତକୁ ଆଉ ଏକ ପଦକ: ମିଥରୱାଲ ଜିତିଲେ କାଂସ୍ୟ

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡାର ସୁଟିଂ ବିଭାଗରେ ଭାରତକୁ ମିଳିଛି ଆଉ ଏକ ପଦକ। ଆଜି ଖେଳା ଯାଇଥିବା ୫୦ ମିଟର ପୁରୁଷ ଏୟାର ପିସ୍ତଲରେ ପ୍ରକାଶ ମିଥରୱାଲ ତୃତୀୟ ସ୍ଥାନ ହାସଲ କରିବା ସହ କାଂସ୍ୟ ପଦକ ଜିତିଛନ୍ତି। ମିଥରୱାଲ ମୋଟ ୨୦୧ ପଏଣ୍ଟ ସ୍କୋର କରିଥିଲେ। ଏହି ବିଭାଗରେ ଅଷ୍ଟ୍ରେଲିଆ ସୁଟର ଡେନିୟଲ ରେପାଚୋଲି ୨୨୭.୨ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ଜିତିଥିବା ବେଳେ ବାଂଲାଦେଶର ଶକିଲ ଅହମ୍ମଦ ୨୨୦.୫ ପଏଣ୍ଟ ସହ ରୌପ୍ୟ ପଦକ […]

om-mitharwal

om-mitharwal

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 10:01 AM IST

Sports

Latest News

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡାର ସୁଟିଂ ବିଭାଗରେ ଭାରତକୁ ମିଳିଛି ଆଉ ଏକ ପଦକ। ଆଜି ଖେଳା ଯାଇଥିବା ୫୦ ମିଟର ପୁରୁଷ ଏୟାର ପିସ୍ତଲରେ ପ୍ରକାଶ ମିଥରୱାଲ ତୃତୀୟ ସ୍ଥାନ ହାସଲ କରିବା ସହ କାଂସ୍ୟ ପଦକ ଜିତିଛନ୍ତି। ମିଥରୱାଲ ମୋଟ ୨୦୧ ପଏଣ୍ଟ ସ୍କୋର କରିଥିଲେ। ଏହି ବିଭାଗରେ ଅଷ୍ଟ୍ରେଲିଆ ସୁଟର ଡେନିୟଲ ରେପାଚୋଲି ୨୨୭.୨ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ଜିତିଥିବା ବେଳେ ବାଂଲାଦେଶର ଶକିଲ ଅହମ୍ମଦ ୨୨୦.୫ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି।

ସୂଚନାଯୋଗ୍ୟ, ୧୦ ମିଟର ଏୟାର ପିସ୍ତଲ ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ଜିତୁ ରାୟ ମଧ୍ୟ ଏହି ଇଭେଣ୍ଟରେ ଭାଗ ନେଇଥିଲେ। ପୂରା ଦେଶର ନଜର ତାଙ୍କ ଉପରେ ଥିଲା। ହେଲେ ସେ କିଛି ଖାସ୍‌ କରିପାରି ନଥିଲେ। ଜିତୁ ୧୦୫ ପଏଣ୍ଟ ସ୍କୋର କରି ଅଷ୍ଟମ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟାରେ ମିଥରାୱାଲଙ୍କୁ ବ୍ରୋଞ୍ଜ ପଦକ ଜିତିଥିଲେ।

ଆଜି ସକାଳ ସୁଦ୍ଧା ଭାରତର ପଦକ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏଥିରେ ୧୧ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୭ଟି କାଂସ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story