ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଜାଣନ୍ତୁ ପଦକ ତାଲିକାରେ କିଏ କେଉଁଠି ?

ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଆଜି ଗୋଟିଏ ଦିନରେ ଭାରତୀୟ ଖେଳାଳି ଆଠ ଆଠଟି ସ୍ୱର୍ଣ୍ଣ ଜିତିଛନ୍ତି। ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ଏବେ ୨୫ରେ ପହଞ୍ଚିଛି। ଏହାସହ ଭାରତର ପଦକ ସଂଖ୍ୟା ୫୯ରେ ପହଞ୍ଚିଛି। ଅନ୍ୟ ପଦକ ତୁଳନାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ଅଧିକ ରହିଛି। ଭାରତ ଏପର୍ଯ୍ୟନ୍ତ ୨୫ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୧୮ଟି ବ୍ରୋଞ୍ଜ ପଦକ […]

point table

point table

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 09:18 PM IST

ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଆଜି ଗୋଟିଏ ଦିନରେ ଭାରତୀୟ ଖେଳାଳି ଆଠ ଆଠଟି ସ୍ୱର୍ଣ୍ଣ ଜିତିଛନ୍ତି। ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ଏବେ ୨୫ରେ ପହଞ୍ଚିଛି। ଏହାସହ ଭାରତର ପଦକ ସଂଖ୍ୟା ୫୯ରେ ପହଞ୍ଚିଛି। ଅନ୍ୟ ପଦକ ତୁଳନାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ଅଧିକ ରହିଛି। ଭାରତ ଏପର୍ଯ୍ୟନ୍ତ ୨୫ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୧୮ଟି ବ୍ରୋଞ୍ଜ ପଦକ ପାଇ ପଦକ ତାଲିକାରେ ତୃତୀୟ ସ୍ଥାନରେ ଅଛି।

ଅନ୍ୟପଟେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୫ଟି ସ୍ୱର୍ଣ୍ଣ ପଦକ ସହ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୪୨ଟି ସ୍ୱର୍ଣ୍ଣ ପଦକ ସହ ଦ୍ୱିତୀୟ ସ୍ଥାନରେ ଅଛି। ଏପରିସ୍ଥିତିରେ ପାକିସ୍ତାନର ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ। ପାକିସ୍ତାନ ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ସ୍ୱର୍ଣ୍ଣ ପଦକ ଓ ୪ଟି ବ୍ରୋଞ୍ଜ ସହ ପଦକ ତାଲିକାରେ ୨୨ ନମ୍ବର ସ୍ଥାନରେ ରହିଛି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story