ଧୋନୀ ଖପ୍ପା: ଜାଣନ୍ତୁ ହାରିବା ପରେ କାହାକୁ କାଠଗଡ଼ାରେ ଠିଆ କଲେ ମାହି

ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଏକ ମ୍ୟାଚ୍‌ରେ କୋଲକାତା ନିକଟରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହି ପରାଜୟ ପରେ ସିଏସ୍‌କେ ଅଧିନାୟକ ଧୋନୀ ନିଜ ଦଳର ବୋଲର୍‌ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଧୋନୀ କହିଛନ୍ତି ଦଳର କୌଣସି ବୋଲର୍‌ ଭଲ୍‌ ପ୍ରଦର୍ଶନ କରିନଥିବାରୁ ଦଳ ପରାସ୍ତ ହୋଇଛି। ଇଡେନ ଗାର୍ଡେନ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୭ ରନ୍‌ କରିଥିଲା। […]

677664-ms-dhoni-angry-csk-ipl-2018-afp

677664-ms-dhoni-angry-csk-ipl-2018-afp

Rakesh Mallick
  • Published: Friday, 04 May 2018
  • Updated: 04 May 2018, 06:14 PM IST

Sports

Latest News

ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଏକ ମ୍ୟାଚ୍‌ରେ କୋଲକାତା ନିକଟରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହି ପରାଜୟ ପରେ ସିଏସ୍‌କେ ଅଧିନାୟକ ଧୋନୀ ନିଜ ଦଳର ବୋଲର୍‌ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଧୋନୀ କହିଛନ୍ତି ଦଳର କୌଣସି ବୋଲର୍‌ ଭଲ୍‌ ପ୍ରଦର୍ଶନ କରିନଥିବାରୁ ଦଳ ପରାସ୍ତ ହୋଇଛି।

ଇଡେନ ଗାର୍ଡେନ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୭ ରନ୍‌ କରିଥିଲା। ଜବାବରେ କେକେଆର୍‌ ଏହି ବିଜୟ ଲକ୍ଷ୍ୟକୁ ୪ ୱିକେଟ୍‌ ହରାଇ ୧୭.୪ ଓଭରରେ ହାସଲ କରିନେଇଥିଲା। ଯେଉଁଥିରେ ଚେନ୍ନାଇ ପକ୍ଷରୁ  ବୋଲିଂ କରିଥିବା ପ୍ରାୟ ସମସ୍ତ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ କେକେଆର୍‌ ବ୍ୟାଟ୍ସମ୍ୟାନ୍‌। କେବଳ ହରଭଜନ ସିଂ ୩ ଓଭର ବୋଲିଂ କରି  ସବୁଠୁ କମ ରନ୍‌ ଖର୍ଚ୍ଚ କରିଥିଲେ। ସେ ୩ ଓଭରରେ ୨୦ ରନ୍‌ ଦେବା ସହ ଗୋଟିଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story