ଭାରତୀୟ ଖେଳାଳିଙ୍କ ବଢ଼ିବ ଦରମା: ଜାଣନ୍ତୁ ଧୋନୀଙ୍କୁ କାହିଁକି କମ ସାଲାରି ମିଳିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଅଧିନାୟକ ଧୋନୀଙ୍କୁ ବିସିସିଆଇର ଟପ୍‌ ଗ୍ରେଡ଼ କଣ୍ଟ୍ରାକ୍ଟ୍‌ ମିଳିବା ମୁସ୍କିଲ୍‌। ଯାହା ଜଣାପଡ଼ିଛି କ୍ରିକେଟ୍‌ ପ୍ରଶାସକ ସମିତି ଖେଳାଳିଙ୍କ କଣ୍ଟ୍ରାକ୍ଟ୍‌ର ନୂଆ ନିୟମ ଉପରେ ଚର୍ଚ୍ଚା କରିଛନ୍ତି। ଏହି ସମିତି A+, A,B,C ଫର୍ମୁଲା ଅନୁସାରେ ୪ ଗ୍ରେଡ୍‌ ତିଆରି କରିଛନ୍ତି। ଦୀର୍ଘଦିନ ପରେ ଭାରତୀୟ କ୍ରିକେଟର୍‌ଙ୍କ ଦରମା ବଢିବାର ରାସ୍ତା ସଫା ହୋଇପାରିଛି। ବର୍ତ୍ତମାନ ଯେଉଁ ଗ୍ରେଡ଼େସନ ବ୍ୟାବସ୍ଥା ଅଛି ସେଥିରେ ଧୋନୀ, କୋହଲି, ପୂଜାରା, ଅଶ୍ୱିନ, ରାହାଣେ ଏବଂ ମୁରଲି […]

aaadfffff

aaadfffff

Ordigital Desk
  • Published: Thursday, 04 January 2018
  • Updated: 04 January 2018, 11:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଅଧିନାୟକ ଧୋନୀଙ୍କୁ ବିସିସିଆଇର ଟପ୍‌ ଗ୍ରେଡ଼ କଣ୍ଟ୍ରାକ୍ଟ୍‌ ମିଳିବା ମୁସ୍କିଲ୍‌। ଯାହା ଜଣାପଡ଼ିଛି କ୍ରିକେଟ୍‌ ପ୍ରଶାସକ ସମିତି ଖେଳାଳିଙ୍କ କଣ୍ଟ୍ରାକ୍ଟ୍‌ର ନୂଆ ନିୟମ ଉପରେ ଚର୍ଚ୍ଚା କରିଛନ୍ତି। ଏହି ସମିତି A+, A,B,C ଫର୍ମୁଲା ଅନୁସାରେ ୪ ଗ୍ରେଡ୍‌ ତିଆରି କରିଛନ୍ତି। ଦୀର୍ଘଦିନ ପରେ ଭାରତୀୟ କ୍ରିକେଟର୍‌ଙ୍କ ଦରମା ବଢିବାର ରାସ୍ତା ସଫା ହୋଇପାରିଛି। ବର୍ତ୍ତମାନ ଯେଉଁ ଗ୍ରେଡ଼େସନ ବ୍ୟାବସ୍ଥା ଅଛି ସେଥିରେ ଧୋନୀ, କୋହଲି, ପୂଜାରା, ଅଶ୍ୱିନ, ରାହାଣେ ଏବଂ ମୁରଲି ବିଜୟ ଅଛନ୍ତି।

ହେଲେ ନୂଆ ନିମୟ ଅନୁସାରେ ଯଦି କୌଣସି ଖେଳାଳି ୩ଟି ଫର୍ମାଟ୍‌ରେ ଖେଳୁଥିବେ ତେବେ ତାଙ୍କୁ ଟପ୍‌ ଗ୍ରେଡ୍‌ ଦିଆଯିବାକୁ ଚର୍ଚ୍ଚା ହେଉଛି। ଯଦିଓ ଏହା ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ ତଥାବି  ଏହା ଆଗାମୀ ଦିନରେ ଲାଗୁ ହୋଇପାରେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏହି ନିୟମ ଲାଗୁହେଲେ ଧୋନୀ A+ ଗ୍ରେଡ଼ରେ ଆସିବେ ନାହିଁ। କାରଣ ୩୬ ବର୍ଷିୟ ଧୋନୀ ଏବେ କେବେଳ ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳୁଛନ୍ତି।

ଅନ୍ୟପଟେ ଚେତେଶ୍ୱର ପୂଜାରା ବି ନୂଆ ନିୟମ ଅନୁସାରେ A+ ଗ୍ରେଡ଼ରେ ରହିବେ ନାହଁ ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କିନ୍ତୁ ପୂଜାରାଙ୍କ ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି ପୂଜାରାଙ୍କୁ ଟପ୍‌ ଗ୍ରେଡ଼ରେ ରଖାଯାଉ। ଦୀର୍ଘଦିନ ଧରି ଖେଳାଳିଙ୍କ ଦରମା ବୃଦ୍ଧି ପାଇଁ ଯେଉଁ ଦାବି ହେଉଥିଲା ତାହା ଏବେ ଦୂର ହେବ। ନୂଆ ନିୟମ ଲାଗୁ ହେଲେ ଖେଳାଳିଙ୍କ ଦରମା ଗ୍ରେଡ଼ ଅନୁସାରେ ବଢ଼ିବ।

https://youtu.be/Qxw6IKyFr94?t=13

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story