ଦକ୍ଷିଣଆଫ୍ରିକା କ୍ରିକେଟ୍‌ ଟିମ୍‌ର ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଡିଭିଲିୟର୍ସ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ ଟେଷ୍ଟ୍‌ କ୍ରିକେଟ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଆହତ କାରଣରୁ ସେ ଅଧିନାୟକ ପଦ ଛାଡ଼ିଥିବା ଜଣାପଡ଼ିଛି। ଡିଭିଲୟର୍ସଙ୍କ ସ୍ଥାନରେ ଫାଫ୍‌ ଡୁ ପ୍ଲେସିସ୍ ଟେଷ୍ଟ ଦଳର ଅଧିନାକୟତ୍ୱ କରିବେ। ସେ କହିଛନ୍ତି,“ଆହତ କାରଣରୁ ଗତ ଦୁଇଟି ସିରିଜରେ ଖେଳି ପାରିନି। ଆଗକୁ ଖେଳା ଯିବାକୁଥିବା ଶ୍ରୀଲଙ୍କା ବିରୋଧ ସିରିଜରେ ସୁଯୋଗ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।” ଡିଭିଲୟର୍ସ ଚଳିତ ବର୍ଷ ଜାନୁଆରୀରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ।  ଆହତ […]

diviliars

diviliars

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 06:04 PM IST

Sports

Latest News

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ ଟେଷ୍ଟ୍‌ କ୍ରିକେଟ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଆହତ କାରଣରୁ ସେ ଅଧିନାୟକ ପଦ ଛାଡ଼ିଥିବା ଜଣାପଡ଼ିଛି। ଡିଭିଲୟର୍ସଙ୍କ ସ୍ଥାନରେ ଫାଫ୍‌ ଡୁ ପ୍ଲେସିସ୍ ଟେଷ୍ଟ ଦଳର ଅଧିନାକୟତ୍ୱ କରିବେ।

ସେ କହିଛନ୍ତି,“ଆହତ କାରଣରୁ ଗତ ଦୁଇଟି ସିରିଜରେ ଖେଳି ପାରିନି। ଆଗକୁ ଖେଳା ଯିବାକୁଥିବା ଶ୍ରୀଲଙ୍କା ବିରୋଧ ସିରିଜରେ ସୁଯୋଗ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।”

ଡିଭିଲୟର୍ସ ଚଳିତ ବର୍ଷ ଜାନୁଆରୀରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ।  ଆହତ କାରଣରୁ ନ୍ୟଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମାଚରେ ଖେଳିପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos