ଭୁବନେଶ୍ୱର ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡ଼ିମରେ ଚାଲିଥିବା ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ। ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ଇଷ୍ଟବେଙ୍ଗଲ ୧-୦ ଗୋଲରେ FC ଗୋଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ୭୮ ମିନିଟରେ ଓମେ ଗବେମୀ ଡୁଡୁ ଗୋଲ ସ୍କୋର କରି ଦଳକୁ ଏହି ସଫଳତା ଦେଇଥିଲେ।
ଆଜି ଦ୍ୱିତୀୟ ସେମିଫାଇନାଲ ମୋହନ ବାଗାନ ଏବଂ ବାଙ୍ଗାଲୁରୁ FC ମଧ୍ୟରେ ଖେଳାଯିବ। ଆସନ୍ତା ୨୦ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।