ଟେଷ୍ଟ୍‌ କ୍ରିକେଟ୍‌ରେ ଇତିହାସ ରଚିବ ଇଂଲଣ୍ଡ: ଭାରତ ବିପକ୍ଷରେ ଖେଳାଯିବ ଏହି ମ୍ୟାଚ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ ଆରମ୍ଭ ହେଉ ହେଉ ଇଂଲଣ୍ଡ ଟିମ୍‌ ଏକ ବିଶ୍ୱ କୀର୍ତ୍ତିମାନ ନିଜ ନାଁରେ କରିବାକୁ ଯାଉଛି। କାରଣ ଅଗଷ୍ଟ ୧ ତାରିଖ ଠାରୁ ଆରମ୍ଭ ହେଉଥିବା ପ୍ରଥମ ମ୍ୟାଚ୍‌ ପରେ ଇଂଲଣ୍ଡ ଦୁନିଆର ଏକମାତ୍ର ଟିମ୍‌ ଭାବେ ୧୦୦୦ ଟେଷ୍ଟ ଖେଳିବାର ରେକର୍ଡ ନିଜ ନାଁରେ କରିବ। […]

england-1

england-1

Rakesh Mallick
  • Published: Tuesday, 24 July 2018
  • Updated: 24 July 2018, 10:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ ଆରମ୍ଭ ହେଉ ହେଉ ଇଂଲଣ୍ଡ ଟିମ୍‌ ଏକ ବିଶ୍ୱ କୀର୍ତ୍ତିମାନ ନିଜ ନାଁରେ କରିବାକୁ ଯାଉଛି। କାରଣ ଅଗଷ୍ଟ ୧ ତାରିଖ ଠାରୁ ଆରମ୍ଭ ହେଉଥିବା ପ୍ରଥମ ମ୍ୟାଚ୍‌ ପରେ ଇଂଲଣ୍ଡ ଦୁନିଆର ଏକମାତ୍ର ଟିମ୍‌ ଭାବେ ୧୦୦୦ ଟେଷ୍ଟ ଖେଳିବାର ରେକର୍ଡ ନିଜ ନାଁରେ କରିବ।

୧୮୭୭ ମସିହାରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଇଂଲଣ୍ଡ ଏପର୍ଯ୍ୟନ୍ତ ସର୍ବାଧିକ ୯୯୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସର୍ବାଧିକ ୮୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି। ଆଜି ପର୍ଯ୍ୟନ୍ତ ବିଶ୍ୱ ଇତିହାସରେ ୨୩୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳା ଯାଇସାରିଛି।

ଇଂଲଣ୍ଡ ସର୍ବାଧିକ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ସଫଳତାରେ ଅଷ୍ଟ୍ରେଲିଆ ଆଗରେ ରିହଛି। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟେଷ୍ଟରେ ୩୮୩ଟି ମ୍ୟାଚ୍‌ ଜିତିଥିବା ବେଳେ ଇଂଲଣ୍ଡ ୩୫୭ ମ୍ୟାଚ୍‌ରେ ବିଜୟୀ ହୋଇଛି। ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌ ୫୩୫, ଚତୁର୍ଥ ସ୍ଥାନରେ ଭାରତ ୫୨୨ ଓ ପଞ୍ଚମ ସ୍ଥାନରେ ଦକ୍ଷିଣ ଆଫ୍ରିକା ୪୨୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story