ଫିଫା ବିଶ୍ୱକପ ଗୋଟିଏ ଦିନ ପୂର୍ବରୁ ସ୍ପେନ୍‌କୁ ଶକ୍ତ ଧକ୍କା: ମୁଖ୍ୟ କୋଚ୍‌ ବିଦା

ବିଶ୍ୱକପ୍ ପୂର୍ବରୁ ସ୍ପେନ ଟିମକୁ ଶକ୍ତ ଧକ୍କା। ଟିମର ମୁଖ୍ୟ କୋଚ୍ ଜୁଲେନ୍ ଲୋପେଟେଗୁଇଙ୍କୁ ବାହାର କରି ଦିଆଯାଇଛି। ରିଏଲ ମାଦ୍ରିଦ ପକ୍ଷରୁ ଜୁଲେନଙ୍କୁ ମ୍ୟାନେଜର ଘୋଷଣା କରାଯିବା ପରେ ସ୍ପେନ ଫୁଟବଲ ଫେଡେରେସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିନା ପରାମର୍ଶରେ ଏହି ଘୋଷଣା କରାଯାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସ୍ପେନ ଫୁଟବଲ ଫେଡେରେସନର ସଭାପତି ଲୁଇସ ରୁବିଲେ ଘୋଷଣା କରିଛନ୍ତି। ଲୁନେନଙ୍କ ବଦଳରେ ଫର୍ଣ୍ଣାଣ୍ଡୋ ହିଏରୋଙ୍କୁ ମୁଖ୍ୟ କୋଚ ଘୋଷଣା କରାଯାଇଛି।

Previous ArticleNext Article

Leave a Reply

Send this to a friend