ଅବସରର ନେଲେ କାଭାନାଗ

Fergus-Kavanagh

ପର୍ଥ: ଅଷ୍ଟ୍ରେଲିଆ ହକି ଖେଳାଳି ଫରଗୁସ୍‌ କାଭାନାଗ ଆଜି ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ୨୩୧ଟି ମ୍ୟାଚ୍‌ ଖେଳିଥିବା ଏହି ଖେଳାଳିଙ୍କ ଅବସରର ପରେ ଏକ ଯୁଗର ଅବସାନ ଘଟିଲା ବୋଲି କୁହାଯାଉଛି।

ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ୨୦୦୮ ଓ ୨୦୧୨ ଅଲିମ୍ପିକରେ ଦୁଇଟି ଅଲିମ୍ପିକ ବ୍ରୋଞ୍ଜ, ୨୦୧୦ ଓ ୨୦୧୪ରେ ଦୁଇଟି ୱାର୍ଲ୍ଡକପ ଟାଇଟଲ, ୨୦୧୦ ଓ ୨୦୧୪ରେ କମନୱେଲଥ୍‌ ଗେମ୍‌ରେ ଗୋଲ୍ଡ ମେଡାଲ, ୨୦୧୫ରେ ୱାଲ୍ଡ ଲିଗ୍‌ ଓ ୫ ଥର ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି।

କାଭାନାଗ ହକି ଇଣ୍ଡିଆ ଲିଗ୍‌ରେ ମଧ୍ୟ ଖେଳିଛନ୍ତି।

Previous ArticleNext Article

Send this to a friend