IPL ଆରମ୍ଭରୁ ଇତିହାସ ରଚିଲେ ରାହୁଲ: ନାରେନ ଓ ୟୁସୁଫଙ୍କ ରେକର୍ଡ ଭାଙ୍ଗି ତିଆରି କଲେ ନୂଆ କୀର୍ତ୍ତିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ବିଜୟରେ ହିରୋ ସାଜିଥିଲେ ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ। ସେ ଆଇପିଏଲ ଇତିହାସର ସବୁଠୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଦେଇଛନ୍ତି। ରାହୁଲ ମାତ୍ର ୧୪ଟି ବଲ୍‌ ସାମ୍ନା କରି ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ୧୪ଟି ବଲରେ ଅର୍ଦ୍ଧଶତକ ହସାଲ କରି ସୁନିଲ […]

08_04_2018-rahul

08_04_2018-rahul

Rakesh Mallick
  • Published: Monday, 09 April 2018
  • Updated: 09 April 2018, 05:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ବିଜୟରେ ହିରୋ ସାଜିଥିଲେ ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ। ସେ ଆଇପିଏଲ ଇତିହାସର ସବୁଠୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଦେଇଛନ୍ତି। ରାହୁଲ ମାତ୍ର ୧୪ଟି ବଲ୍‌ ସାମ୍ନା କରି ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ୧୪ଟି ବଲରେ ଅର୍ଦ୍ଧଶତକ ହସାଲ କରି ସୁନିଲ ନାରେନ୍‌ ଓ ୟୁସୁଫ ପଠାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଏହି ଦୁଇଜଣ କ୍ରିକେଟର୍‌ଙ୍କ ନାଁରେ ଆଇପିଏଲରେ ଦ୍ରୁତ ଅର୍ଦ୍ଧଶତକ କରିବାର ରେକର୍ଡ ରହିଥିଲା। ଏହି ଦୁଇଜଣ ୧୫-୧୫ ବଲରେ ଅର୍ଦ୍ଧଶତକ ହସାଲ କରିଥିଲେ।

ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଲୋକେଶ ରାହୁଲ ପଡ଼ିଆର ବିଭିନ୍ନ ଦିଗକୁ ଆକର୍ଷଣୀୟ ସଟ୍‌ ମାରି ଦର୍ଶକଙ୍କ ମନରଞ୍ଜନର ଖୋରାକ ପାଲଟିଥିଲେ। ରାହୁଲ ୬ଟି ଚୌକା ଓ ୪ଟି ଛକା ମାରି ଏହି ଦ୍ରୁତ ଅର୍ଦ୍ଧଶଥକ ପୂରଣ କରିଥିଲେ। ଏହି ବିସ୍ଫୋରକ ଇଂନିସ ପାଇଁ ସେ ମ୍ୟାନ ଅଫ ଦି ମ୍ୟଚ୍ ମଧ୍ୟ ହୋଇଥିଲେ।

ଏହା ପୂର୍ବରୁ ୨୦୧୭ରେ ସୁନିଲ ନାରେନ୍‌ ଓ ୨୦୧୪ରେ ୟୁସୁଫ ପଠାନ କେକେଆର୍‌ ପକ୍ଷରୁ ଆଇପିଏଲରେ ୧୫ ବଲରେ ଅର୍ଦ୍ଧଶତକ ହସାଲ କରିଥିଲେ। ସେହିପରି ପୂର୍ବରୁ ସୁରେଶ ରାଇନା ୧୬ଟି ବଲରେ , ଗେଲ୍‌, ଗିଲଖ୍ରୀଷ୍ଟ ଓ ପୋଲାର୍ଡ ୧୭ଟି ବଲରେ ଅର୍ଦ୍ଧଶଥକ ହାସଲ କରିଥିଲେ। ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଯୁବରାଜଙ୍କ ନାଁରେ ଏପର୍ଯ୍ୟନ୍ତ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କରିବାର ରେକର୍ଡ ରହିଛି। ସେ ମାତ୍ର ୧୨ଟି ବଲରୁ ଏହି ରେକର୍ଡ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story