କୋଚଙ୍କ ସହ ଗମ୍ଭୀରଙ୍କ ମତାନ୍ତର

gambhir vs coach

ନୂଆଦିଲ୍ଲୀ: ଦିଲ୍ଲୀ ପକ୍ଷରୁ ଘରୋଇ ସିଜିନ ଖେଳୁଥିବ ଗୌତମ ଗମ୍ଭୀରଙ୍କୁ ନେଇ ପୁଣି ଚର୍ଚ୍ଚା। ଚଳିତ ସିଜିନରେ ଦିଲ୍ଲୀ କେ।ଚ ଓ ଗମ୍ଭୀରଙ୍କ ମଧ୍ୟରେ ମତାନ୍ତର ଥିବା ସମ୍ନାକୁ ଆସିଛି। ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟ ସମୟରେ କେ।ଚ କେ.ପି. ଭାସ୍କର ସହ ଗମ୍ଭୀରଙ୍କର ଡ୍ରେସିଂ ରୁମରେ ବାକଯୁଧ୍ୟ ହେବାପରେ ଗମ୍ଭୀର ଦିଲ୍ଲୀ ତରଫରୁ ଆଗାମି ଦିନରେ ନଖେଳିବା ପାଇଁ ଧମକ ମଧ୍ୟ ଦେଇଛନ୍ତି । ସେ କେ।ଚଙ୍କ ଉପରେ ଗମ୍ଭିର ଆରେ।ପ ଲଗେଇଛନ୍ତି ଯେ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କେ।ଚ ଦାୟୀ

Previous ArticleNext Article

Send this to a friend