ଦିଲ୍ଲୀକୁ ଚାମ୍ପିୟନ କରିବେ ବୋଲି କଥା ଦେଇଥିଲେ ହେଲେ ଅଧାରୁ ଛାଡ଼ିଦେଲେ ହାତ

ଚଳିତ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ  ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ର ଅଧିନାୟକତ୍ୱ ଛାଡ଼ିଦେଇଛନ୍ତି ଗୌତମ ଗମ୍ଭୀର। ପଦ ଛାଡ଼ିବା ପରେ ଗମ୍ଭୀର କହିଛନ୍ତି ଯେ, ଏହା ତାଙ୍କର ନିଜସ୍ୱ ନିଷ୍ପତ୍ତି। ଟିମ୍‌ର ବାରମ୍ବାର ଖରାପ ପ୍ରଦର୍ଶନ ଯୋଗୁଁ ଅଧିନାୟକତ୍ୱ କରିବା ତାଙ୍କ ପାଇଁ ମୁସ୍କିଲ ହୋଇଯାଇଥିଲା। ଏହି ବିଷୟରେ ନିଜ ପତ୍ନୀଙ୍କ ସହ ଆଲୋଚନା ପରେ ପଦ ଛାଡିବା ନିଷ୍ପତ୍ତି ନେଇଥିବା ଗମ୍ଭୀର କହିଛନ୍ତି। ଦିଲ୍ଲୀ ଡେୟାରଡେଭିଲ୍ସ ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ମୋଟ୍‌ ୬ଟି ମ୍ୟାଚ୍ […]

555_1524652704_618x347

555_1524652704_618x347

Rakesh Mallick
  • Published: Wednesday, 25 April 2018
  • Updated: 25 April 2018, 05:14 PM IST

ଚଳିତ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ  ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ର ଅଧିନାୟକତ୍ୱ ଛାଡ଼ିଦେଇଛନ୍ତି ଗୌତମ ଗମ୍ଭୀର। ପଦ ଛାଡ଼ିବା ପରେ ଗମ୍ଭୀର କହିଛନ୍ତି ଯେ, ଏହା ତାଙ୍କର ନିଜସ୍ୱ ନିଷ୍ପତ୍ତି। ଟିମ୍‌ର ବାରମ୍ବାର ଖରାପ ପ୍ରଦର୍ଶନ ଯୋଗୁଁ ଅଧିନାୟକତ୍ୱ କରିବା ତାଙ୍କ ପାଇଁ ମୁସ୍କିଲ ହୋଇଯାଇଥିଲା। ଏହି ବିଷୟରେ ନିଜ ପତ୍ନୀଙ୍କ ସହ ଆଲୋଚନା ପରେ ପଦ ଛାଡିବା ନିଷ୍ପତ୍ତି ନେଇଥିବା ଗମ୍ଭୀର କହିଛନ୍ତି। ଦିଲ୍ଲୀ ଡେୟାରଡେଭିଲ୍ସ ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ମୋଟ୍‌ ୬ଟି ମ୍ୟାଚ୍ ଖେଳି ୫ଟି ମ୍ୟାଚ୍‌ରେ ପରାସ୍ତ ହୋଇ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଗମ୍ଭୀର ପଦ ଛାଡିବା ପରେ ଶ୍ରେୟସ ଆୟରଙ୍କୁ ଦଳର ନେତୃତ୍ୱଭାର ଦିଆଯାଇଛି। ଦିଲ୍ଲୀ ତାର ଆଗମୀ ମ୍ୟାଚ୍‌ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଗମ୍ଭୀର ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର ନେତୃତ୍ୱ ନେଇ ଦଳକୁ ଅନେକ ସଫଳତା ଆଣିଦେଇଥିଲେ। ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍‌ ୨୦୧୨ ଓ ୨୦୧୪ ଆଇପିଏଲରେ ଚାମ୍ପିୟନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story