ସାମିଙ୍କୁ କ୍ଲିନ୍‌ ଚିଟ୍‌, କଣ୍ଟ୍ରାକ୍ଟ ଲିଷ୍ଟରେ ମଧ୍ୟ ସାମିଲ: ଜାଣନ୍ତୁ କେଉଁ ଗ୍ରେଡ଼ ଦେଲା ବିସିସିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମିଙ୍କୁ ବିସିସିଆଇ କ୍ଲିନ୍‌ ଚିଟ୍‌ ଦେଇଛି। ଏହାସହ ତାଙ୍କୁ ପୁଣି ଥରେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରେ ସାମିଲ କରାଯାଇଛି। ସାମିଙ୍କ ଉପରେ ମ୍ୟାଚ୍‌ ଫିକ୍ସିଂ ଭଳି ଅନେକ ଅଭିଯୋଗ ଆଣିଥିଲେ ନିଜ ପତ୍ନୀ ହସିନ ଜହାନ। ଏହାପରେ ବିସିସିଆଇ ତଦନ୍ତ ପାଇଁ ଆଣ୍ଟି କରପ୍‌ସନ୍‌ ୟୁନିଟ୍‌କୁ ଏହି ମାମଲା ହସ୍ତାନ୍ତର କରିଥିଲା। ଆଣ୍ଟି କରପ୍‌ସନ୍‌ ୟୁନିଟ୍‌ର ମୁଖ୍ୟ ନିରଜ କୁମାର କମିଟ ଅଫ୍‌ ଆଡମିନିଷ୍ଟ୍ରେଟିଭ୍‌କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। […]

shami_1521726802

shami_1521726802

Ordigital Desk
  • Published: Friday, 23 March 2018
  • Updated: 23 March 2018, 09:22 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମିଙ୍କୁ ବିସିସିଆଇ କ୍ଲିନ୍‌ ଚିଟ୍‌ ଦେଇଛି। ଏହାସହ ତାଙ୍କୁ ପୁଣି ଥରେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରେ ସାମିଲ କରାଯାଇଛି। ସାମିଙ୍କ ଉପରେ ମ୍ୟାଚ୍‌ ଫିକ୍ସିଂ ଭଳି ଅନେକ ଅଭିଯୋଗ ଆଣିଥିଲେ ନିଜ ପତ୍ନୀ ହସିନ ଜହାନ। ଏହାପରେ ବିସିସିଆଇ ତଦନ୍ତ ପାଇଁ ଆଣ୍ଟି କରପ୍‌ସନ୍‌ ୟୁନିଟ୍‌କୁ ଏହି ମାମଲା ହସ୍ତାନ୍ତର କରିଥିଲା।

ଆଣ୍ଟି କରପ୍‌ସନ୍‌ ୟୁନିଟ୍‌ର ମୁଖ୍ୟ ନିରଜ କୁମାର କମିଟ ଅଫ୍‌ ଆଡମିନିଷ୍ଟ୍ରେଟିଭ୍‌କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁଥିରେ ସାମିଙ୍କୁ କ୍ଲିନ୍‌ ଚିଟ୍‌ ମିଳିଛି। ଏହାପରେ ବିସିସିଆଇ ପକ୍ଷରୁ ସାମିଙ୍କୁ କଣ୍ଟ୍ରାକ୍ଟ ଲିଷ୍ଟରେ ବି-ଗ୍ରେଡ଼ ଦିଆଯାଇଛି। ଏହାସହ ସ୍ପଷ୍ଟ ହୋଇଛି ଯେ ସାମି ଦେଶ ପାଇଁ ଓ ଆଇପିଏଲ୍‌ ମଧ୍ୟ ଖେଳିପାରିବେ। ବୋର୍ଡ ସାମିଙ୍କୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବି ଗ୍ରେଡ଼ ଦେଇଛି। ଫଳରେ ସାମି ବର୍ଷକୁ ୩ କୋଟି ଟଙ୍କା ପାଇବେ। ସାମି ୨୦୧୮ ଆଇପିଏଲ୍‌ରେ ଦିଲ୍ଲୀ ଟିମ୍‌ରେ ସ୍ଥାନ ପାଇଛନ୍ତି। ନାଲାମୀରେ ଦିଲ୍ଲୀ ୩ କୋଟି ଟଙ୍କାରେ ସାମିଙ୍କୁ କିଣିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story