ସାମିଙ୍କୁ ବାନ୍ଧିବା ପାଇଁ ମମତା ବାନାର୍ଜୀଙ୍କୁ ଭେଟିଲେ ହସିନ୍‌: ପଢ଼ନ୍ତୁ କ'ଣ ପ୍ରତିଶ୍ରୁତିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜହାନ୍‌ ସହଜରେ ହାର୍‌ ମାନିବା ମହିଳା ନୁହଁନ୍ତି। ସାମିଙ୍କ ବିପକ୍ଷରେ ପ୍ରତ୍ୟେକ ଦିନ ନୂଆ ନୂଆ ଅଭିଯୋଗ ଆଣି ତାଙ୍କୁ କାଠଗଡ଼ାରେ ଛିଡ଼ାକରୁଥିବା ବେଳେ ଏବେ ଏହି ମାମଲା ଆଉ ଏକ ନୂଆ ମୋଡ଼ରେ ପହଞ୍ଚିଛି। ଗୁରୁବାର ଦିନ ୩ଟା ବେଳେ ହସିନ୍‌ ଜହାନ୍‌ ମଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭା ପରିସରରେ ଦେଖା କରି ତାଙ୍କୁ ସମସ୍ତ ଅଭିଯୋଗ ଜଣାଇଥିଲେ। ଦୁଇଜଣଙ୍କ ମଧ୍ୟରେ ପାଖାପାଖି ୧୦ ମିନିଟ […]

1cfc6043660a3dd267e811e9d8593da2

1cfc6043660a3dd267e811e9d8593da2

Ordigital Desk
  • Published: Saturday, 24 March 2018
  • Updated: 24 March 2018, 04:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜହାନ୍‌ ସହଜରେ ହାର୍‌ ମାନିବା ମହିଳା ନୁହଁନ୍ତି। ସାମିଙ୍କ ବିପକ୍ଷରେ ପ୍ରତ୍ୟେକ ଦିନ ନୂଆ ନୂଆ ଅଭିଯୋଗ ଆଣି ତାଙ୍କୁ କାଠଗଡ଼ାରେ ଛିଡ଼ାକରୁଥିବା ବେଳେ ଏବେ ଏହି ମାମଲା ଆଉ ଏକ ନୂଆ ମୋଡ଼ରେ ପହଞ୍ଚିଛି। ଗୁରୁବାର ଦିନ ୩ଟା ବେଳେ ହସିନ୍‌ ଜହାନ୍‌ ମଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭା ପରିସରରେ ଦେଖା କରି ତାଙ୍କୁ ସମସ୍ତ ଅଭିଯୋଗ ଜଣାଇଥିଲେ। ଦୁଇଜଣଙ୍କ ମଧ୍ୟରେ ପାଖାପାଖି ୧୦ ମିନିଟ କଥାବାର୍ତ୍ତା ଚଲିବା ପରେ ଫେରିଥିଲେ ହସିନ୍‌। ମମତା ବାନାର୍ଜୀଙ୍କୁ ଦେଖାକରିବା ପରେ ହସିନ କହିଥିଲେ, ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିବା ପରେ ପ୍ରତିଶୃତି ଦେଇଥିଲେ କିପରି ତାଙ୍କୁ ନ୍ୟାୟ ମିଳିବ। ହସିନ କହିଥିଲେ ମହମ୍ମଦ ସାମିଙ୍କୁ ଗିରଫ କରିବା ପାଇଁ ମମତା ବାନାର୍ଜୀଙ୍କୁ କହିବା ପରେ ସେ ଏହାର ତଦନ୍ତ କରି ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶୃତି ଦେଇଥିଲେ।

 ଏହା ପୂର୍ବରୁ ହସିନ୍‌, ସାମିଙ୍କ ଉପେର ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିଲେ। ସାମି ବିବାହତି ହୋଇଥିଲେ ମଧ୍ୟ ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। କେବଳ ଏତିକି ନୁହେଁ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମ୍ୟାଚ୍‌ ଫିକ୍ସିଂରେ ମଧ୍ୟ ସାମିଲ ବୋଲି ହସିନ ଅଭିଯୋଗ କରିଥିଲେ।

ଏହାପରେ ସାମିଙ୍କୁ କଣ୍ଟ୍ରାକ୍ଟ ଲିଷ୍ଟରୁ ବିସିସିଆଇ ବାହାର କରିବା ସହ ଏହି ମାମଲାରେ ଆଣ୍ଟି କରପସନ୍‌ ୟୁନିଟ୍‌ ତଦନ୍ତ କରିଥିଲା। ଶେଷରେ ଆଣ୍ଟି କରପସନ୍‌ ୟୁନିଟ୍‌  ସାମିଙ୍କୁ କ୍ଲିନ୍‌ ଚିଟ୍‌ ଦେବାପରେ ପୁଣିଥରେ କଣ୍ଟ୍ରାକ୍ଟ ଲିଷ୍ଟରେ ତାଙ୍କୁ ସାମିଲ କରିଛି ବିସିସିଆଇ। ସାମିଙ୍କୁ ବି-ଗ୍ରେଡ଼୍‌ ଦେଇଛି ବିସିସିଆଇ। ଯାହା ଫଳରେ ବର୍ଷକୁ ସାମିଙ୍କୁ ୩ କୋଟି ଟଙ୍କା ମିଳିବ। ଏବଂ ସାମି ଟିମ୍‌ ଇଣ୍ଡିଆ ଓ ଆଇପିଏଲ୍‌ରେ ଖେଳିପାରିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story