ବାହା ହେବାକୁ କଥା ଦେଇ ବିଦେଶ ଯାଇଥିଲେ ଧୋନି: ଫେରିଲା ବେଳକୁ ସେ ନଥିଲେ 

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥାଏ। ବ୍ୟାଟିଂ, ବୋଲିଂ, କିପିଂ ଓ କ୍ୟାପ୍ଟେନ୍‌ସିପ୍‌ ସବୁଥିରେ ଧୋନି ବେଶ୍‌ ପାରଙ୍ଗମ। ତେବେ ଏହି ଖେଳାଳିଙ୍କ ଜୀବନରେ ଘଟିଯାଇଛି ଅନେକ କିଛି ଘଟଣା। ଯାହାକୁ ଆଧାର କରି ତିଆରି ହୋଇଥିଲା ଫିଲ୍ମ ‘ଏମ୍‌ଏସ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀ’। ଫିଲ୍ମରେ ଧୋନି ଚରିତ୍ରରେ ଅଭିନୟ କରିଥିଲେ ସୁଶାନ୍ତ ସିଂ ରାଜପୁତ ଓ ଧୋନୀଙ୍କ ପ୍ରେମିକା ପ୍ରିୟଙ୍କା ଝାଙ୍କ ଭୂମିକାରେ […]

dhoni

dhoni

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 09:45 PM IST

Sports

Latest News

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥାଏ। ବ୍ୟାଟିଂ, ବୋଲିଂ, କିପିଂ ଓ କ୍ୟାପ୍ଟେନ୍‌ସିପ୍‌ ସବୁଥିରେ ଧୋନି ବେଶ୍‌ ପାରଙ୍ଗମ। ତେବେ ଏହି ଖେଳାଳିଙ୍କ ଜୀବନରେ ଘଟିଯାଇଛି ଅନେକ କିଛି ଘଟଣା। ଯାହାକୁ ଆଧାର କରି ତିଆରି ହୋଇଥିଲା ଫିଲ୍ମ 'ଏମ୍‌ଏସ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀ'। ଫିଲ୍ମରେ ଧୋନି ଚରିତ୍ରରେ ଅଭିନୟ କରିଥିଲେ ସୁଶାନ୍ତ ସିଂ ରାଜପୁତ ଓ ଧୋନୀଙ୍କ ପ୍ରେମିକା ପ୍ରିୟଙ୍କା ଝାଙ୍କ ଭୂମିକାରେ ଅଭିନୟ କରିଥିଲେ ଦିଶା ପଟନାନୀ। ଏହି ଫିଲ୍ମରେ ଧୋନୀଙ୍କ ବ୍ୟକ୍ତିଗତ ଜୀବନର ସମସ୍ତ ଘଟଣା, ଦୁର୍ଘଟଣାକୁ ଦର୍ଶାଇବା ସହିତ ତାଙ୍କ ଗାର୍ଲଫ୍ରେଣ୍ଡ ପ୍ରିୟଙ୍କା ଝାଙ୍କ ବିଷୟରେ ଦର୍ଶାଯାଇଥିଲା। ଏହାପରେ ଧୋନୀଙ୍କ ଲଭ୍‌ ଲାଇଫ୍‌କୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ଚର୍ଚ୍ଚା।

ଧୋନୀଙ୍କ ଜୀବନରେ ପ୍ରିୟଙ୍କାଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କ୍ରିକେଟ୍‌ କ୍ୟାରିୟର ପାଇଁ ସଂଘର୍ଶ କରୁଥିଲା ବେଳେ ପ୍ରିୟଙ୍କା ଝାଙ୍କୁ ଭଲପାଇ ବସିଥିଲେ। ପ୍ରିୟଙ୍କା ମଧ୍ୟ ଧୋନୀଙ୍କୁ ଖୁବ ଭଲ ପାଉଥିଲେ। ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏହାରି ଭିତରେ ଭାରତୀୟ ଦଳରେ ଧୋନୀଙ୍କ ସିଲେକ୍ସନ ହୋଇଯାଇଥିଲା। ଆଉ ମ୍ୟଚ୍‌ ଖେଳିବାକୁ ସେ ବିଦେଶ ଚାଲିଯାଇଥିଲେ। ଏତିକିବେଳେ ଘଟିଲା ଅଘଟଣ। ଦୁହିଁଙ୍କ ପ୍ରେମ କାହାଣୀ ଉପରେ କାହାର ନଜର ଲାଗିଗଲା।

ଧୋନିଙ୍କ ହାତ ଧରିବା ପୂର୍ବରୁ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଯାଇଥିଲେ ପ୍ରିୟଙ୍କା। ଏକ କାର ଏକ୍ସିଡେଣ୍ଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିଦେଶ ଗସ୍ତ ସାରି ଧୋନି ଭାରତ ଫେରିଲେ। ପ୍ରିୟଙ୍କାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ । ନିର୍ବାକ ପାଲଟିଗଲେ । ସମସ୍ତେ ଭାବିଲେ ଧୋନି ବୋଧେ ଆଉ କ୍ରିକେଟ ଖେଳିବେ ନାହିଁ। କିନ୍ତୁ ଏହି ଘଟଣାରେ ସେ ଦୁର୍ବଳ ନ ହୋଇ ସାହସ ଜୁଟାଇ ଗୋଟିଏ ଗୋଟିଏ ପରେ ସଫଳତାର ଶିଡି ଚଢ଼ିବାକୁ ଲାଗିଲେ। ଫିଲ୍ମ ତିଆରି ହେବା ପୂର୍ବରୁ ଯେତେବେଳେ ଧୋନୀଙ୍କୁ ପ୍ରିୟଙ୍କାଙ୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ଖୁବ କଷ୍ଟରେ ଏସବୁ ବର୍ଣ୍ଣନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story