ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସପ୍ତମ ଦିନରେ ସୁଟିଂ ରଖିଲା ସମ୍ମାନ, ଜାଣନ୍ତୁ ପଦକ ତାଲିକାରେ ଭାରତ କେଉଁଠି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସପ୍ତମ ଦିନ ସୁଦ୍ଧା ଭାରତ ପଦକ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଭାରତ ଏପର୍ଯ୍ୟନ୍ତ ୧୨ଟି ସ୍ୱର୍ଣ୍ଣ ୪ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ସହ ୨୪ ପଦକ ପାଇଛି। ସେହିପରି ୫୭ ସ୍ୱର୍ଣ୍ଣ ପଦକ ସହ ଅଷ୍ଟ୍ରେଲିଆ ତାଲିକାରେ ପ୍ରଥମ ସ୍ଥାନରେ ଥିବା ବେଳେ ୨୫ଟି ସ୍ୱର୍ଣ୍ଣ ପଦକ ପାଇ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଅଛି। ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସପ୍ତମ ଦିନରେ ଭାରତକୁ ମିଳିଥିବା […]

63704795

63704795

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସପ୍ତମ ଦିନ ସୁଦ୍ଧା ଭାରତ ପଦକ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଭାରତ ଏପର୍ଯ୍ୟନ୍ତ ୧୨ଟି ସ୍ୱର୍ଣ୍ଣ ୪ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ସହ ୨୪ ପଦକ ପାଇଛି। ସେହିପରି ୫୭ ସ୍ୱର୍ଣ୍ଣ ପଦକ ସହ ଅଷ୍ଟ୍ରେଲିଆ ତାଲିକାରେ ପ୍ରଥମ ସ୍ଥାନରେ ଥିବା ବେଳେ ୨୫ଟି ସ୍ୱର୍ଣ୍ଣ ପଦକ ପାଇ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଅଛି।

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସପ୍ତମ ଦିନରେ ଭାରତକୁ ମିଳିଥିବା ୩ଟି ଯାକ ପଦକ ସୁଟିଂରୁ ଆସିଛି। ଏଥିମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ଥିବା ବେଳେ ୨ଟି ବ୍ରୋଞ୍ଜ ପଦକ ରହିଛି। ମହିଳା ଡବଲ ଟ୍ରାପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଶ୍ରେୟସୀ ସିଂ। ସେହିପରି ପୁରୁଷ ଡବଲ୍ ଟ୍ରାପରେ ବ୍ରୋଞ୍ଜ ପଦକ ଜିତିଥିଲେ ଅଙ୍କୁର ମିତ୍ତଲ। ଏହା ପୂର୍ବରୁ ଆଜି ୫୦ ମିଟର ପିସ୍ତଲରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଓମ୍ ପ୍ରକାଶ ମିଥରଭାଲ୍। ଓମ୍ ପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ  ବ୍ରୋଞ୍ଜ ଜିତିଥିଲେ। ସେହିପରି ଆଜି ବକ୍ସିଂରେ ଷ୍ଟାର୍  ଖେଳାଳି ମେରି କମ୍  ୪୮ କିଲୋଗ୍ରାମ ଇଭେଣ୍ଟରେ ଫାଇନାଲରେ ପହଞ୍ଚିଛନ୍ତି। ଏଥିସହିତ ସେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story