ପାକିସ୍ତାନୀ ବୋଲର ଅମୀର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବାରୁ ମୁଁ ଖୁସି: କୋହଲି

ମୀରପୁର: ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ହୋଇଥିବା ପାକିସ୍ତାନର ବାମହାତୀ ଫାଷ୍ଟ ବୋଲର ମହମ୍ମଦ  ଅମୀର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ଖୁସିବ୍ୟକ୍ତ କରଛନ୍ତି ଭାରତର ଉପଅଧିନାୟକ ବିରାଟ କୋହଲି। ଅମୀର ୨୦୧୦ରେ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚ୍‌ ଖେଳୁଥିବା ବେଳେ ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ହୋଇଥିଲେ। ବାସନ୍ଦାଦେଶ ଶେଷ ହେବାକୁ ଥିବାରୁ ସେ ଦଳକୁ ଫେରିବା ନେଇ ଆଶା ଦେଖାଦେଇଛି। ଆସନ୍ତାକାଲି ଭାରତ ଏସିଆ କପ୍ […]

virat-kohili

virat-kohili

Rakesh Mallick
  • Published: Tuesday, 23 February 2016
  • Updated: 23 February 2016, 02:19 PM IST

Sports

Latest News

ମୀରପୁର: ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ହୋଇଥିବା ପାକିସ୍ତାନର ବାମହାତୀ ଫାଷ୍ଟ ବୋଲର ମହମ୍ମଦ  ଅମୀର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ଖୁସିବ୍ୟକ୍ତ କରଛନ୍ତି ଭାରତର ଉପଅଧିନାୟକ ବିରାଟ କୋହଲି। ଅମୀର ୨୦୧୦ରେ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚ୍‌ ଖେଳୁଥିବା ବେଳେ ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ହୋଇଥିଲେ। ବାସନ୍ଦାଦେଶ ଶେଷ ହେବାକୁ ଥିବାରୁ ସେ ଦଳକୁ ଫେରିବା ନେଇ ଆଶା ଦେଖାଦେଇଛି।

ଆସନ୍ତାକାଲି ଭାରତ ଏସିଆ କପ୍ ଟି-୨୦ର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବ। ଏନେଇ ଆଜି ମ୍ୟାଚ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ପାକିସ୍ଥାନ ବିପକ୍ଷ ମ୍ୟାଚ୍‌ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କୋହଲି  କହିଛନ୍ତି ଯେ, “ମୁଁ ପାକିସ୍ତାନ ବିପକ୍ଷରେ ଖେଳିବା ନେଇ କୌଣସି ଭିନ୍ନତା ଥିବା ଭାବି ପାରୁନାହିଁ। ପାକିସ୍ଥାନ ବିପକ୍ଷ ମ୍ୟାଚ ଅନ୍ୟ ମ୍ୟାଚ ପରି ।  ମୁଁ ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱିଙ୍କୁ ସମାନ ନଜରରେ ଦେଖିଥାଏ। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଟିକେ ବେଶୀ ପ୍ରତିଦ୍ୱନ୍ଦ୍ୱିତା ରହିଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story