ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଧୋନୀଙ୍କ ପ୍ରଦର୍ଶନ ଭଲ ଥିଲା: ଇଆନ୍ ଚାପେଲ୍

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚି ପାରିନି ଭାରତୀୟ ଟିମ୍। ଗତକାଲି ସେମି ଫାଇନାଲ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ଦଳ ପରାସ୍ତ ହୋଇଥିଲା। ଏହା ସତ୍ତ୍ୱେ ଏହି ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ଧୋନୀଙ୍କ ପ୍ରଦର୍ଶନକୁ ବେଶ୍ ତାରିଫ୍ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ୍ ଚାପେଲ୍। ସେ କହିଛନ୍ତି,“ଟି-ଟ୍ୱେଣ୍ଟିରେ ଧୋନି ପୂରା ଫର୍ମରେ ଅଛନ୍ତି ବୋଲି ମୋର ମନେ ହେଉଛି। ମୋ କହିବାର ଅର୍ଥ ଉଭୟ ଖେଳାଳି ଓ ଅଧିନାୟକ ଭାବେ ସେ ଫର୍ମରେ ଅଛନ୍ତି। ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ […]

Ian-Chappell

Ian-Chappell

Rakesh Mallick
  • Published: Friday, 01 April 2016
  • Updated: 01 April 2016, 04:43 PM IST

Sports

Latest News

Ian-Chappellନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚି ପାରିନି ଭାରତୀୟ ଟିମ୍। ଗତକାଲି ସେମି ଫାଇନାଲ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ଦଳ ପରାସ୍ତ ହୋଇଥିଲା। ଏହା ସତ୍ତ୍ୱେ ଏହି ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ଧୋନୀଙ୍କ ପ୍ରଦର୍ଶନକୁ ବେଶ୍ ତାରିଫ୍ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ୍ ଚାପେଲ୍।

ସେ କହିଛନ୍ତି,“ଟି-ଟ୍ୱେଣ୍ଟିରେ ଧୋନି ପୂରା ଫର୍ମରେ ଅଛନ୍ତି ବୋଲି ମୋର ମନେ ହେଉଛି। ମୋ କହିବାର ଅର୍ଥ ଉଭୟ ଖେଳାଳି ଓ ଅଧିନାୟକ ଭାବେ ସେ ଫର୍ମରେ ଅଛନ୍ତି। ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଅଧିନାୟକ ଭାବେ ତାଙ୍କର ପ୍ରଦର୍ଶନ ଖୁବ୍ ଭଲ ଥିଲା।”

ଗତକାଲି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସେମି ଫାଇନାଲ୍ ମ୍ୟାଚ୍‌ରେ ରବୀନ୍ଦ୍ର ଜାଦେଜାଙ୍କ ପ୍ରଦର୍ଶନକୁ ନେଇ ଇଆନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜାଦେଜା ୪ ଓଭରରେ ୪୮ ରନ୍ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story