ଆଇସିସି ଟେଷ୍ଟ ମାନ୍ୟତା: ଭାରତ ୪,କୋହଲି ୧୦

ଦୁବାଇ: ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନ ବଜାୟ ରଖିଛି ଭାରତ। ତାଲିକାର ଶୀର୍ଷରେ ଦକ୍ଷୀଣ ଆଫ୍ରକା ରହିଥିବା ବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଯଥାକ୍ରମରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଭାରତ ପଛକୁ ପଞ୍ଚମ ସ୍ଥାନରେ ରହିଛି ଇଂଲଣ୍ଡ। ପାକିସ୍ତାନ ଓ ଶ୍ରୀଲଙ୍କା ଯଥାକ୍ରମରେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି। ସେହିପରି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ୧୦ଟି ସ୍ଥାନରେ ଭାରତରୁ କେବଳ ବିରାଟ କୋହଲି […]

Virat+Kohli

Virat+Kohli

Rakesh Mallick
  • Published: Monday, 06 July 2015
  • Updated: 06 July 2015, 04:56 PM IST

ଦୁବାଇ: ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନ ବଜାୟ ରଖିଛି ଭାରତ। ତାଲିକାର ଶୀର୍ଷରେ ଦକ୍ଷୀଣ ଆଫ୍ରକା ରହିଥିବା ବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଯଥାକ୍ରମରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଭାରତ ପଛକୁ ପଞ୍ଚମ ସ୍ଥାନରେ ରହିଛି ଇଂଲଣ୍ଡ। ପାକିସ୍ତାନ ଓ ଶ୍ରୀଲଙ୍କା ଯଥାକ୍ରମରେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି।

ସେହିପରି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ୧୦ଟି ସ୍ଥାନରେ ଭାରତରୁ କେବଳ ବିରାଟ କୋହଲି ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି। ସେ ୧୦ ନମ୍ବର ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଟେଷ୍ଟ ମାନ୍ୟତା ତାଲିକାରେ ଶ୍ରେଷ୍ଠ ଦଶ ଜଣ ବୋଲରଙ୍କ ମଧ୍ୟରେ କୌଣସି ଭାରତୀୟ ବୋଲର ସ୍ଥାନ ପାଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos